• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Chinta O Chetana

Chinta O Chetana

Paperback

Letters & EssaysGeneral EducationGeneral World History

ISBN10: 1645606716
ISBN13: 9781645606710
Publisher: Black Eagle Books
Published: Mar 25 2025
Pages: 134
Weight: 0.36
Height: 0.31 Width: 5.50 Depth: 8.50
Language: Oriya

ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଶ୍ରୀ ପ୍ରମୋଦ ଧଳଙ୍କ ଜନ୍ମ କେନ୍ଦ୍ରାପଡ଼଼ା ଜିଲ୍ଲା ଆଳି ଥାନାର ଅରଗଳ ଗ୍ରାମରେ। ପ୍ରଥମେ ଭାରତୀୟ ନୌସେନାରେ ପନ୍ଦର ବର୍ଷ ଓ ପରେ ଭାରତ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ପଚିଶ ବର୍ଷ ଚାକିରି କରି ଅବସର ନେବା ପରେ ଅଧୁନା ଓଡ଼଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ପେଷାରେ କାର୍ଯ୍ୟରତ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସାର୍ଥକ ସମନ୍ୱୟର ଉଦାହରଣ ହେଉଛନ୍ତି ଶ୍ରୀ ଧଳ। ଏକାଧାରରେ ସେ ଜଣେ ପକ୍ଷୀ ବିଶାରଦ, ୱାଇଲ୍ଡ ଲାଇଫ ଫୋଟୋଗ୍ରାଫର, ଲେଖକ, ଗାଳ୍ପିକ, ସ୍ତମ୍ଭକାର ଓ ସମାଜ ଚିନ୍ତକ। ଦେଶର ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭ୍ରମଣ କରି ପଶୁପକ୍ଷୀମାନଙ୍କ ଉପରେ ଅଧ୍ୟୟନ କରିବା ତାଙ୍କର ନିଶା। ଉଭୟ 'ୱାଇଲ୍ଡ ଓଡ଼଼ିଶା' ଓ 'ନେଚର ଆଣ୍ଡ ୱାଇଲ୍ଡଲାଇଫ କଞ୍ଜରଭେସନ ସୋସାଇଟି ଅଫ୍ ଓଡ଼଼ିଶା' (ଘଡଉଝ)ର ଆଜୀବନ ସଦସ୍ୟ ରହି ସେ ଦିଗରେ ମଧ୍ୟ ଶ୍ରୀ ଧଳ ଅନବରତ କାର୍ଯ୍ୟରତ। ଆମ ସମାଜ, ଭାଷା, ସଂସ୍କୃତି ଓ ପରିବେଶ ଆଧାରିତ ବିଭିନ୍ନ ପ୍ରକାଶିତ ପ୍ରବନ୍ଧ ସଙ୍କଳନ, 'ଚିନ୍ତା ଓ ଚେତନା' ଖୁବ ପ୍ରେରଣା ଦାୟକ ହେବ ବୋଲି ଆଶା।

Also from

Dhal, Pramod

Also in

General Education