• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Swagatokti

Swagatokti

Paperback

General Poetry

ISBN10: 1645606546
ISBN13: 9781645606543
Publisher: Black Eagle Books
Published: Feb 12 2025
Pages: 94
Weight: 0.26
Height: 0.23 Width: 5.50 Depth: 8.50
Language: Oriya

ନୈବେଦ୍ୟଙ୍କର କବିତା ପ୍ରତି ସ୍ୱତଃସ୍ଫୁର୍ତ ଆକର୍ଷଣ ତାଙ୍କୁ କବିତା ଲେଖିବା ପାଇଁ ପ୍ରୋତ୍ସାହିତ କରିଅଛି। ବିଦ୍ୟାଳୟ ଜୀବନରୁ କଟକ ଆକାଶବାଣୀର ଶିଶୁ ସଂସାର, କିଶୋର ଚକ୍ର ତଥା ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ବିଭିନ୍ନ କବିତା ମେଟ୍ରିକ ପୂର୍ବରୁ ପଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟୟନ ସମୟରେ ଆଧ୍ୟାତ୍ମ୍ୟ ସାହିତ୍ୟ ଧର୍ମୀ ସାମୟିକ କେତେକ ପତ୍ର ପତ୍ରିକା ସମ୍ପାଦନରେ ତାଙ୍କୁ ସୁଯୋଗ ମିଳିଥିଲା। ଏହାପରେ ଏକ ଦୀର୍ଘ ବିରାମ ଚିହ୍ନ କବିତା ପଠନ ଓ ଅନୁଶୀଳନରେ ମନୋନିବେଶ କରିବାକୁ ଅଧିକ ଉପଯୋଗୀ ମନେ କରିଛନ୍ତି। ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ କବିତା ପୁସ୍ତକ ତଥା କବିତା ସମ୍ପର୍କୀୟ ଆଲୋଚନା ପ୍ରତି ତାଙ୍କର ଆଗ୍ରହ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଅଛି। କୌଣସି କବିତା ଲେଖି ସାରି ଚିରି ଫିଙ୍ଗି ଦେଉଥିବା ଅଭ୍ୟାସକୁ ବଦଳାଇ, କବିତାଗୁଡ଼ିକୁ ସାଇତି ରଖି ପ୍ରକାଶନ କରିବାର ଅଭିଳାଷ ସରକାରୀ ସେବାରୁ ଅବସର ନେବା ପରେ ଦାନା ବାନ୍ଧିଅଛି। ପ୍ରତିଟି ନିରୀକ୍ଷଣ, ଅନୁଭୂତି ଓ ଅନୁଭବ ଯେପରି କବିତା ମଧ୍ୟ ଦେଇ ଆସିବାକୁ ଚାହିଁଛନ୍ତି ଶବ୍ଦର ମାଧ୍ୟମ ଦେଇ। ଏହା ତାଙ୍କର ପ୍ରଥମ କବିତା ପୁସ୍ତକ ହେଲେ ମଧ୍ୟ ନିଜର କବିତା କେନ୍ଦ୍ରୀତ ଭାବନାର ପରିପ୍ରକାଶ। ନୈବେଦ୍ୟଙ୍କ ପାଇଁ ପରମଙ୍କ ପାଖରେ ସମଗ୍ର ଜୀବନ ଏକ ନିବେଦନ। ପ୍ରତିଟି କଳ୍ପନା କବିତାର ରୂପ ନେଇ ଅନେକ ସମୟରେ ଆବ

Also from

Naivedya

Also in

General Poetry