• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Bhabanare Bharata Bhramana

Bhabanare Bharata Bhramana

Paperback

ISBN10: 1645607577
ISBN13: 9781645607571
Publisher: Black Eagle Books
Published: Nov 18 2025
Pages: 98
Weight: 0.27
Height: 0.23 Width: 5.50 Depth: 8.50
Language: Oriya

ଫରାସୀ ଚିତ୍ରଶିଳ୍ପୀ ମୋନେ ଙ୍କର ଏପରି ଏକ ଅଭିଳାଷ ପରି ନୈବେଦ୍ୟ ଙ୍କର ଅଭିଳାଷ।ଜଣେ ପ୍ରାବନ୍ଧିକ ମଧ୍ୟ।ତାଙ୍କର ପ୍ର କୃତି ର ଆଉ ଗୋଟିଏ ବିଶିଷ୍ଟ ବିଭାବ ହେଉଛି ତାଙ୍କର ପ୍ରକୃତି ପ୍ରେମ, ସେ ପ୍ରକୃତି କୁ କେବଳ ଭଲ ପାଆନ୍ତି ନାହିଁ, ସେଠାରେ ସଦାବେଳେ ରହିବାକୁ ଚାହାନ୍ତି।ଏପରିକି ସୁନ୍ଦର ସୂର୍ଯ୍ୟୋଦୟ ସୃଯ୍ୟାସ୍ତଟିଏ ଦେଖିବା ପାଇଁ ସେ ଅନେକ ଦୂରକୁ ଚାଲି ଯାନ୍ତି।।ବନ ଜଙ୍ଗଲ ପାହାଡ଼ ପର୍ବତ ନଈ ସମୁଦ୍ର ହ୍ରଦ ଶୈଳ ନିବାସ ଦେଖିବାକୁ ସେ ପ୍ରଗାଢ ଭାବ ରେ ଭଲ ପାଆନ୍ତି।ଐତିହାସିକ ସ୍ଥାନ, ହେରିଟେଜ, ଏସବୁ କୁ ବି ସେ ଛାଡ଼ନ୍ତି ନାହିଁ।ଭ୍ରମଣ କରିବା ତାଙ୍କର ସ୍ଥିତି ସହିତ ନିବିଡ଼ ଭାବରେ ଜଡିତ।

Also from

Naivedya