Surya Uinle Rati
Paperback
Poetry CriticismGeneral Poetry
ISBN13: 9781645606406
Publisher: Black Eagle Books
Published: Dec 30 2024
Pages: 178
Weight: 0.51
Height: 0.41 Width: 5.50 Depth: 8.50
Language: Oriya
କବିତା କ'ଣ ହୁଏତ ଜାଣିନଥିଲି ଏସବୁ ଲେଖିଲାବେଳେ । କାରଣ ଏଗୁଡ଼ିକର ରଚନା ବେଳକୁ ମୋ\'ର ବୟସ ତେର କି ଚଉଦରୁ ପନ୍ଦର-ଷୋହଳ ହେବ । ଏଣୁ ସୁଧୀ ପାଠକମାନେ ଏଗୁଡ଼ିକୁ ଲେଖକର ଭାବନାର ଶବ୍ଦରୂପ ବୋଲି ଭାବିନେବେ ବୋଲି ଅନୁରୋଧ । ମୋର ବି ଏଇୟା ଧାରଣା ଯେ, କବିତା ଆବେଗ ଆଉ ଭାବନାର ବ୍ୟାପର ମାତ୍ର । ଶବ୍ଦମାନେ ତା'ର ସିନ୍ଦୁକ । ଶବ୍ଦ କେତେ ପ୍ରଗଳ୍]ଭ ହେବ ସେ କଥାର ବିଚାରଶକ୍ତି ମୋର ନାହିଁ । ଥିଲେ ହୁଏତ ଆଉ କିଛି ହୋଇଥାଆନ୍ତା । ତେବେ ମନକୁ ଯାହା ଆସିଛି ଲେଖିଛି । ଏହା ଉତ୍ତରରେ ଉତ୍ତରଦେବା ଦାୟିତ୍ୱ ଆପଣମାନଙ୍କର । ଆଶା ଓ ବିଶ୍ୱାସ ଯେ, ଓଡ଼ିଆ ସାରସ୍ୱତ ଜଗତରେ ଏହି ସବୁ କବିତା ଅଦ୍ୱିତୀୟ ହୋଇ ନପାରିଲେ ସୁଦ୍ଧା ଅଥବା ସାରସ୍ୱତ ଜଗତକୁ ସମୃଦ୍ଧ କରିନପାରିଲେ ସୁଦ୍ଧା ନିଶ୍ଚିତରୂପେ ସୁଧୀ ଓ ସାଧୁଜନଙ୍କୁ ଆନନ୍ଦ ବଣ୍ଟନ କରିବ ।
Also from
Nayak, Santosh Kumar
The Grammar of the Infinite: One Hundred and One Meditations on Love, Loss, and Being
Nayak, Santosh Kumar
Paperback
Also in
Poetry Criticism
The Poet's Companion: A Guide to the Pleasures of Writing Poetry
Laux, Dorianne
Addonizio, Kim
Paperback
Letters to a Young Poet: With the Letters to Rilke from the ''Young Poet''
Kappus, Franz Xaver
Searls, Damion
Rilke, Rainer Maria
Hardcover
Faeries, Sprites & Malevolent Spirits: An Anthology of Classic Poetry & Stories
Thorne, Aurora
Hardcover
Poem a Day: 366 Poems, Old and New - One for Each Day of the Year
McCosker, Karen
Albery, Nicolas
Paperback
Man Who Would Marry Susan Sontag: And Other Intimate Literary Portraits of the Bohemian Era
Field, Edward
Rosebrough, Amy L.
Paperback
Three Simple Lines: A Writer's Pilgrimage Into the Heart and Homeland of Haiku
Goldberg, Natalie
Hardcover
Poetry from Spaceship Earth: Empire and Ecology in Post-1945 American Poetry
Rahimtoola, Samia
Paperback
Leaves of Grass: The Complete 1855 and 1891-92 Editions: A Library of America Paperback Classic
Whitman, Walt
Paperback
The Answer / La Respuesta (Expanded Edition): Including Sor Filotea's Letter and New Selected Poems
de la Cruz, Sor Juana Inés
Paperback
