Para Purusha
Paperback
General FictionLiterary Fiction
ISBN13: 9781645607267
Publisher: Black Eagle Books
Published: Aug 7 2025
Pages: 114
Weight: 0.31
Height: 0.27 Width: 5.50 Depth: 8.50
Language: Oriya
'ବାୟା ଚଢ଼େଇର ବସା ଓ ଅନ୍ୟାନ୍ୟ ଗଳ୍ପ' ସଂକଳନରେ ୧୯ଟି କ୍ଷୁଦ୍ରଗଳ୍ପ ଲେଖିସାରିବା ପରେ ମୋତେ ଅନୁଭବ ହେଲା ମୋ ଭିତରେ ସବୁ କାହାଣୀ ଶେଷ ହୋଇଯାଇଛି। କାହାଣୀ ବାକି ନାହିଁ ଆଉ କିଛି ଲେଖିବାକୁ। ଦିନେ ରୁଚିତା ମିଶ୍ର ଆସିଥିଲା, ମୋତେ କହିଲା ତା' କାହାଣୀ ଲେଖିଦେବାକୁ। ମୁଁ ପ୍ରଥମେ ଶୁଣିବାକୁ ବି ପ୍ରସ୍ତୁତ ନଥିଲି। ସେ କାହାଣୀ ପ୍ରତ୍ୟେକ ସୋପାନକୁ ଏମିତି କହିବା ଆରମ୍ଭ କଲା ଯେ ମୁଁ ଆଡ଼େଇ ଯାଇପାରିଲି ନାହିଁ। ମୁଁ ଭାବିଲି ରୁଚିତା ମିଶ୍ର ନାଁରେ ଗଳ୍ପଟିଏ ଲେଖାଯାଇପାରେ। ସେ ଗଳ୍ପରେ ତା' ଜୀବନର କାହାଣୀ ବୋହିଚାଲିଲା ଏକ ଅମାନିଆ ସୁଅ ଭଳି। ଯେତେ ବାଧା ଦେଲେ ବି ଏ କାହାଣୀ ଅଥୟ। କାହିଁକି ଅଥୟ ସେକଥା କାହାଣୀ ପଢ଼ିଲେ ନିଶ୍ଚୟ ବୁଝିଯିବେ। ମୁଁ ଲେଖିଲି ତା' ଜୀବନର ଅବ୍ୟକ୍ତ ଅଧ୍ୟାୟ। ପୃଷ୍ଠା ପରେ ପୃଷ୍ଠା ଦିନକୁ ଦିନ ଯୋଡ଼ିଚାଲିଲି। ପରେ ଅନୁଭବ କଲି ଏ କାହାଣୀ ଖୁବ୍ ଦୀର୍ଘ। ରୁଚିତା ମିଶ୍ର ବି କହିଲା ତୁମେ ଏ କାହାଣୀ କଲମରେ ସାରିପାରିବ ନାହିଁ। ମୁଁ ହସି କହିଲି, ଏଠି ପ୍ରତ୍ୟେକ ଝିଅର କାହାଣୀକୁ କଲମରେ କ'ଣ ଲେଖାଯାଇପାରେ! ସତ କହୁଛି, ଯେତେ ଲେଖିଲେ ବି ମୁଁ ରୁଚିତା ମିଶ୍ରକୁ ସନ୍ତୁଷ୍ଟ କରିପାରିଲି ନାହିଁ। ବୋଧେ କରିପାରିବି ନାହିଁ ଏ ଜନ୍ମରେ। କିନ୍ତୁ ଜନ୍ମ ଦେଇଛି ଉପନ୍ୟାସ 'ପର ପୁରୁଷ'କୁ। ଏ କାହାଣୀ ଉପନ୍ୟାସ ହୋଇ ଆସିବା ଯେତିକି ଆଚମ୍ବିତ କଥା ନୁହେଁ, ତା'ଠୁ ଅଧିକ ଆଶ୍ଚର]୍ୟ୍ୟ କଥା ହେଲା ରୁଚିତା ମିଶ୍ର ଛଦ୍ମବେଶରେ
Also from
Pradhan, Binapani
Also in
Literary Fiction
Elizabeth Spencer: Novels & Stories (Loa #344): The Voice at the Back Door / The Light in the Piazza / Knights and Dragons / Stories
Spencer, Elizabeth
Hardcover
James Fenimore Cooper: The Leatherstocking Tales Vol. 1 (Loa #26): The Pioneers / The Last of the Mohicans / The Prairie
Cooper, James Fenimore
Hardcover
The Underworld U.S.A. Trilogy, Volume I: American Tabloid, the Cold Six Thousand; Introduction by Thomas Mallon
Ellroy, James
Hardcover
The Strange Case of Dr. Jekyll and Mr. Hyde and Other Stories (Barnes & Noble Classics Series)
Stevenson, Robert Louis
Paperback
Philip Roth: Novels 1973-1977 (Loa #165): The Great American Novel / My Life as a Man / The Professor of Desire
Roth, Philip
Hardcover
The Patrick Melrose Novels: Never Mind, Bad News, Some Hope, and Mother's Milk
St Aubyn, Edward
Paperback
