Dhuli
Paperback
General FictionHistorical FictionLiterary Fiction
Currently unavailable to order
Please enter your email and a message will be sent to you when this product becomes available on our website.
ISBN13: 9781645609216
Publisher: Black Eagle Books
Pages: 208
Weight: 0.54
Height: 0.48 Width: 5.50 Depth: 8.50
Language: Oriya
ମୋର ଏହି ଉପନ୍ୟାସ ଲେଖିବାର ଚେଷ୍ଟା ଭିତରେ ମୁଁ ଅନେକଥର ନିଜକୁ କଷ୍ଟଦେଇଛି । ଭାବିଛି 'ପ୍ରକୃତରେ ଏ କାହାଣୀଟି କ'ଣ ଉପନ୍ୟାସ ହେବା ଯୋଗ୍ୟ?' ପର ମୁହୂର୍ତ୍ତରେ ଏହା ଓଡ଼ିଆ ସାହିତ୍ୟକୁ କିଛି ଐତିହାସିକ ତଥ୍ୟ ଯୋଗାଇଦେବାକୁ ମୋର ଚେଷ୍ଟା କହି ନିଜକୁ ବୁଝାଇଛି ।
କାହାଣୀରେ ଘଟଣାଗୁଡ଼ିକ ସତ୍ୟର ପରିକଳ୍ପନାକୁ ଅଙ୍ଗେନିଭା ଅନୁଭୂତିରୁ ଛାଣି ଆଣିଲାବେଳେ ସାନ୍ତ୍ୱନା ଦେଇଛି ନିଜକୁ 'ଜୀବନର ଉପଲବ୍ଧି ହିଁ ଉପନ୍ୟାସ' । ବଞ୍ଚିବା ପାଇଁ ସଂଘର୍ଷ, ସଂଘର୍ଷରୁ ଦୁଃଖ, ଯାତନା, ଶେଷରେ ନିଜକୁ ବଞ୍ଚାଇ ରଖିବା ହିଁ ଜୀବନର ସର୍ବଶ୍ରେଷ୍ଠ କାହାଣୀ ।
ହୋରିଆ ନାଇକର ଜୀବନରୁ ଆରମ୍ଭ ଏଇ କାହାଣୀ ବିଗତ ସମୟର ଅନେକ ଇତିହାସକୁ ଦୋହରାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅସ୍ଥିରତା, ଦେଶାନ୍ତର ହେବାର ଦୁଃଖ, ଭିଟାମାଟି ହରେଇବାର ବେଦନାର ଅନୁଭୂତି କହିଲାବେଳେ ଓଡ଼ିଆ ପ୍ରାଣଟେ ମାଳୟ ମାଟିରୁ କାନ୍ଦିଛି । ପରିଚୟହୀନତାର ଦ୍ୱନ୍ଦ୍ୱ ଭିତରେ ଗୋଟିଏ ଅନାଲୋଚିତ କାହାଣୀ ବା ଉପନ୍ୟାସକୁ ଉପସ୍ଥାପନା କରିଛି । ଶରୀର ଓ ମନରେ ଓଡ଼ିଆ ହୋଇ ଓଡ଼ିଶାକୁ ଭୁଲିଯିବାକୁ ଚାହେଁନି, ଆଜି ବି ସେ ସ୍ମୃତିର ଧୂଳି ମାଖୁଛି । ଏହାହିଁ କାହାଣୀର ମୁଖ୍ୟ ବିଷୟବସ୍ତୁ । -- ବୀଣାପାଣି ପ୍ରଧାନ
Also from
Pradhan, Binapani
Also in
Literary Fiction
Elizabeth Spencer: Novels & Stories (Loa #344): The Voice at the Back Door / The Light in the Piazza / Knights and Dragons / Stories
Spencer, Elizabeth
Hardcover
James Fenimore Cooper: The Leatherstocking Tales Vol. 1 (Loa #26): The Pioneers / The Last of the Mohicans / The Prairie
Cooper, James Fenimore
Hardcover
The Underworld U.S.A. Trilogy, Volume I: American Tabloid, the Cold Six Thousand; Introduction by Thomas Mallon
Ellroy, James
Hardcover
The Strange Case of Dr. Jekyll and Mr. Hyde and Other Stories (Barnes & Noble Classics Series)
Stevenson, Robert Louis
Paperback
Philip Roth: Novels 1973-1977 (Loa #165): The Great American Novel / My Life as a Man / The Professor of Desire
Roth, Philip
Hardcover
The Patrick Melrose Novels: Never Mind, Bad News, Some Hope, and Mother's Milk
St Aubyn, Edward
Paperback
