• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Manepade Sehidinara Boston Sahara O Bidesh Bula (ମନେପଡ଼େ ସେହିଦିନର &

Manepade Sehidinara Boston Sahara O Bidesh Bula (ମନେପଡ଼େ ସେହିଦିନର &

Paperback

Travel General

Publisher Price: $15.00

ISBN10: 1998475441
ISBN13: 9781998475445
Publisher: Vidya Publishing Inc.
Published: May 5 2025
Pages: 82
Weight: 0.21
Height: 0.21 Width: 5.50 Depth: 8.50
Language: Oriya

ଡ. ଜ୍ୟୋସ୍ନା ମହାପାତ୍ରଙ୍କ ବହି ମନେପଡ଼େ ସେହିଦିନର ବୋଷ୍ଟନ ଓ ବିଦେଶ ବୁଲା ଖୁବ୍ ସୁନ୍ଦର ହୋଇଛି । ଅତୀତକୁ ଫେରିଯାଇ ସ୍ମୃତିର ଗର୍ଭରୁ ଖୋଜି ଆଣି ସେ ନିଜର ପିଲାବେଳର ବୋଷ୍ଟନ ସହରରେ ଅଢେଇ ବର୍ଷ କଟାଇବା କଥା ଗୋଟି ଗୋଟି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଡ. ଜ୍ୟୋସ୍ନା ମହାପାତ୍ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ୩୨ ବର୍ଷ ରସାୟନ ବିଜ୍ଞାନ ପଢାଇ ଅବସର ନେଇଛନ୍ତି । ଏହା ଭିତରେ ସେ ୧୪ଟି ବହି ପ୍ରକାଶ କରିସାରିଛନ୍ତି । ସେ ଅବସର ନେଲାପରେ ଏବେ ରୋଟାରୀ ଭଳି ବିଭିନ୍ନ ସଂସ୍ଥାରେ ରହି ସମାଜସେବାରେ ବ୍ୟସ୍ତ ରହିଛନ୍ତି ଓ ଲେଖାଲେଖି ମଧ୍ୟ ତାଙ୍କର ବେଶ୍ ଚାଲୁଛି । ଏଥିପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାର ବିଭିନ୍ନ ଅନୁଷ୍ଠାନରୁ ମଧ୍ୟ ପାଇଛନ୍ତି ।

Also in

Travel General