Bilambita Antardaha
Paperback
Poetry CriticismGeneral Poetry
ISBN13: 9781645602682
Publisher: Black Eagle Books
Published: Jul 29 2024
Pages: 104
Weight: 0.31
Height: 0.25 Width: 5.50 Depth: 8.50
Language: Oriya
ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା 'ବିଳମ୍ବିତ ଅନ୍ତର୍ଦାହ'ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା'ବିଳମ୍ବିତ ଅନ୍ତର୍ଦାହ-୧' ଏବଂ ସମାପ୍ତ ହୋଇଛି କବିତା 'ବିଳମ୍ବିତ ଅନ୍ତର୍ଦାହ-୨' ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।
ଏହି ଗ୍ରନ୍ଥରେ ସ୍ଥାନିତ 'ଓଶାମୃତ' କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ 'ଜୀବନ' କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି 'ଯଥାର୍ଥାନୁଭବ' କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍]ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ 'ଦ ୱାର୍ଲ୍ଡ ଇଜ୍ ମାଇନ୍]' କବିତାର ଭାବାନୁବାଦ ଅଟେ ।
Also in
Poetry Criticism
The Poet's Companion: A Guide to the Pleasures of Writing Poetry
Laux, Dorianne
Addonizio, Kim
Paperback
Letters to a Young Poet: With the Letters to Rilke from the ''Young Poet''
Kappus, Franz Xaver
Searls, Damion
Rilke, Rainer Maria
Hardcover
Faeries, Sprites & Malevolent Spirits: An Anthology of Classic Poetry & Stories
Thorne, Aurora
Hardcover
Poem a Day: 366 Poems, Old and New - One for Each Day of the Year
Albery, Nicolas
McCosker, Karen
Paperback
Flint and Feather: The Complete Poems of E. Pauline Johnson, Tekahionwake (1922)
Johnson, E. Pauline
Paperback
Poetry from Spaceship Earth: Empire and Ecology in Post-1945 American Poetry
Rahimtoola, Samia
Paperback
The Answer / La Respuesta (Expanded Edition): Including Sor Filotea's Letter and New Selected Poems
de la Cruz, Sor Juana Inés
Paperback
Toward a Living Archive of African Poetry: Kwame Dawes and Chris Abani on the New-Generation African Poets Chapbook Series
Dawes, Kwame
Abani, Chris
Paperback
The Enclosures of Free Verse: Racializing Poetic Form in the Modernist Era
Kappeler, Erin Joyce
Paperback
Leaves of Grass: The Complete 1855 and 1891-92 Editions: A Library of America Paperback Classic
Whitman, Walt
Paperback
