Bichitrabarna
Paperback
Classic FictionGeneral FictionLiterary Fiction
ISBN13: 9781645602286
Publisher: Black Eagle Books
Published: Jan 1 2022
Pages: 156
Weight: 0.45
Height: 0.36 Width: 5.50 Depth: 8.50
Language: Oriya
ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ । ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ । ତା'ର ଏଇ ଭାବକୁ ରୂପ ଦେବା ପାଇଁ କେତେବେଳେ ତାକୁ ରାଧା ରୂପରେ କଳ୍ପନା କରିଛି ତ କେତେବେଳେ ପାର୍ବତୀ, କାଳୀ, ମହାଲକ୍ଷ୍ମୀ, ପିଙ୍ଗଳା, ଅଲକ୍ଷ୍ମୀ ରୂପରେ ଚିତ୍ରିତ କରିଛି । କେତେବେଳେ ତାକୁ ବିଶ୍ୱାସର ପ୍ରତିମୂର୍ତ୍ତି ରୂପରେ ଗ୍ରହଣ କରିଛି ତ କେତେବେଳେ ବିଶ୍ୱାସଘାତିନୀ ରୂପରେ ଚିତ୍ରିତ କରିଛି ।
ସେ ତାକୁ ମା' ରୂପରେ ପୂଜା କରିଛି, ପ୍ରେମିକା ରୂପରେ ଭଲ ପାଇଛି, ଜାୟା ରୂପରେ ବିଶ୍ୱାସ ଓ ପ୍ରେମ କରିଛି, ଭଗିନୀ ରୂପରେ ସ୍ନେହ ଦେଇଛି । ପୁଣି ତାକୁ ବେଶ୍ୟା କରି ଘୃଣା କରିଛି, ବିଶ୍ୱାସଘାତିନୀ ରୂପରେ ହତ୍ୟା କରିଛି । ତାକୁ ନାନା ପ୍ରକାର ଅର୍ଗଳି ଓ ଶିକୁଳି ଭିତରେ ବନ୍ଦୀ କରି ରଖିଛି । ପୁଣି ସେ ଅବଳା, ଦୁର୍ବଳା ବୋଲି ଯୁଗଯୁଗ ଧରି ତା'ର ମାନସିକ ଚେତନାକୁ ବ୍ରେନ୍]ୱାଶ୍ କରିଛି, ସେ ଯେପରି ନିଜେ କେବେହେଲେ ନିଜର ଶକ୍ତିକୁ, ନିଜର ସ୍ୱରୂପକୁ ଚିହ୍ନି ନ ପାରେ ।
ନାରୀର ଚରିତ୍ରକୁ ବୁଝିବାକୁ ଯାଇ ପୁରୁଷ ଭୂଆଁ ବୁଲିଛି ଚିରକାଳ । ମନସ୍ତତ୍ୱ, ଯୌନତତ୍ୱ, ଶରୀରତତ୍ୱ, ଭେଷଜତତ୍ୱ, ପରିସଂଖ୍ୟାନ ସବୁ ପ୍ରକାର ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ତା'ର ଚରିତ୍ର ବିଶ୍ଳେଷଣର ଚେଷ୍ଟା ଆଜିଯାଏ ଚାଲିଛି ଅବିରତ । ତଥାପି ଏକ ନିର୍ଦ୍ଧାରିତ ସତ୍ୟରେ ପୁରୁଷ ଆଜିଯାଏଁ ଉପନୀତ ହୋଇପାରିନାହିଁ । କାରଣ ମଣିଷ ତ ଏକ ଯନ୍ତ୍ର ନୁହେଁ । ସେ କୋଉ
Also in
Classic Fiction
The Princess Bride Deluxe Limited Edition: S. Morgenstern's Classic Tale of True Love and High Adventure
Goldman, William
Paperback
The Fellowship of the Ring: Being the First Part of the Lord of the Rings
Tolkien, J. R. R.
Paperback
The Pilgrim's Progress: A Readable Modern-Day Version of John Bunyan's Pilgrim's Progress (Revised and easy-to-read)
Bunyan, John
Vermilye, Alan
Paperback
Frankenstein, Dracula, Dr. Jekyll and Mr. Hyde
Stevenson, Robert Louis
Stoker, Bram
Shelley, Mary
Paperback
The Princess Bride: S. Morgenstern's Classic Tale of True Love and High Adventure
Goldman, William
Hardcover
The Lord of the Rings Illustrated by the Author: Illustrated by J.R.R. Tolkien
Tolkien, J. R. R.
Hardcover
