ଆଦ୍ୟାଶା (Adyasha)
Paperback
ISBN13: 9789395374958
Publisher: Storymirror Infotech Pvt Ltd
Published: Jan 9 2023
Pages: 106
Weight: 0.28
Height: 0.25 Width: 5.25 Depth: 8.00
Language: Oriya
About the Book:
ଆଦ୍ୟାଶା ପୁସ୍ତକଟି ସମୁଦାୟ ବାଇଶିଟି ଗଳ୍ପର ସମାହାର l ଗଳ୍ପଗୁଡ଼ିକ ବିଭିନ୍ନ ମିଶ୍ର ଭାବଧାରା ସମ୍ବଳିତl ପିଲାଦିନର ଆଈମା କାହାଣୀଠୁଁ ଆରମ୍ଭ କରି ପରିପକ୍ୱ ବୟସର ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତିରେ ପରିପୁଷ୍ଟ l
ଏହା ସ୍ୱକୀୟ କଳ୍ପନା ଏବଂ ବାସ୍ତବ ଦର୍ଶନର ଫେଣ୍ଟାଫେଣ୍ଟି ଏକ ଅଭିନଵ ପ୍ରୟାସ ଯାହା ଲିପିବଦ୍ଧ ହୋଇଛି ଲେଖନୀ ମୁନରେ ଆଉ ପ୍ରିୟ ପାଠକ ପାଠିକାମାନଙ୍କ ସମ୍ମୁଖରେ ପରିବେଶିତ ହୋଇଛି ଆକାଶ ଜାଲ ମାଧ୍ୟମରେ ଅଙ୍ଗୁଳି ମୁନରେ ଯେଉଁଗୁଡ଼ିକ ପଠନ କ୍ରମରେ ସେମାନଙ୍କ ସାହିତ୍ୟ ମନସ୍କତାକୁ ସୁଚାରୁରୂପେ ପରିପୁଷ୍ଟ କରିବ ବୋଲି ଆମର ଦୃଢ଼ ଆତ୍ମପ୍ରତ୍ୟୟ l
About the Author:
ସାହିତ୍ୟ ଏକ ସାରସ୍ୱତ ବରଦାନl ଜନ ମନ ଅନୁରାଗୀ l ମଣିଷର ଜୀବନ ଦୁଃଖ ସୁଖ ସ୍ନେହ ଘୃଣା କ୍ରୋଧ ଇତ୍ୟାଦି ଗୁଣ ଓ ଅଵଗୁଣର ଖଣିl ସେଗୁଡ଼ିକ ସାହିତ୍ୟର ଏକ ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ l
ସାହିତ୍ୟ ମଣିଷର ବିଷାକ୍ତ ଜୀବନରେ ଅମୃତର ଧାରା ବର୍ଷଣ କରି ତା'ର ମନପ୍ରାଣରେ ପୁନର୍ବାର ଭରିଦିଏ ସତେଜତାl ସାହିତ୍ୟ ଶୁଷ୍କ ମରୁଭୂମିରୂପୀ ମଣିଷ ମନରେ ମରୁଦ୍ୟାନ ପ୍ରତିଷ୍ଠା କରି ତା'ର ମାନବୀୟ କୋଷଗୁଡ଼ିକୁ ମଧୁରତା ସହିତ କରିଥାଏ କ୍ରିୟାଶୀଳl ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଅବଧୂତ ପ୍ରସାଦ ପଣ୍ଡାଙ୍କ ଦ୍ୱାରା ଲିଖିତ ଆଦ୍ୟାଶା ନିଶ୍ଚୟ ପ୍ରତ୍ୟେକ ଓଡ଼ିଆ ସାହିତ୍ୟପ୍ରେମୀ ଜନମାନସରେ ଆଦୃତ ହେବ ବୋଲି ଆମ୍ଭର ପୂର
Also in
Young Adult Fiction
The Odyssey: A Graphic Novel: (A Modern Visual Adaptation of Homer's Epic Tale of Greek Mythology for Young Adults)
Hinds, Gareth
Paperback
Once Upon a Broken Heart Collector's Edition: [Limited Stenciled Edge Edition]
Garber, Stephanie
Hardcover
The Absolutely True Diary of a Part-Time Indian (National Book Award Winner)
Alexie, Sherman
Paperback
Piper at the Gates of Dusk: (A Young Adult Dystopian Adventure of Survival, Identity, and a Divided Future World)
Ness, Patrick
Hardcover
Legendary Frybread Drive-In: Intertribal Stories
Gansworth, Eric
Smith, Cynthia Leitich
Hart, Kate
Hardcover
