• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Aamba Gachhara Chhai

Aamba Gachhara Chhai

Paperback

Mystery & Thriller

ISBN10: 1990494056
ISBN13: 9781990494055
Publisher: Wild Strawberry Prod
Published: Oct 10 2021
Pages: 164
Weight: 0.47
Height: 0.38 Width: 5.50 Depth: 8.50
Language: Oriya

ଆମ୍ବଗଛର ଛାଇ ପୁସ୍ତକଟି ଭିନ୍ନ ଭିନ୍ନ ସ୍ୱାଦର ଅଠରଟି ଗଳ୍ପରେ ସମୃଦ୍ଧ। ପ୍ରତ୍ୟେକଟି ଗଳ୍ପ ର ଆଧାର ଲେଖିକାଙ୍କ ଅନ୍ତର୍ଭେଦୀ ଅନୁଭବ। ଏହି ସଂକଳନରେ ସନ୍ନିବେଶିତ ଗଳ୍ପଗୁଡ଼ିକ ପୂର୍ବରୁ ଝଙ୍କାର, ସତ୍ୟବାଦୀ, ପଞ୍ଚବଟୀ, ଗୌରବ, କୁସୁମିତା, ଇସ୍ତାହାର, ମହୋଦଧି ଓ ସାଗରିକା ଆଦି ପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟତା ହାସଲ କରିଛନ୍ତି। ଗଳ୍ପ ସଂକଳନ ଟି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଜନଜୀବନର ଆର୍ଥିକ ସାଂସ୍କୃତିକ ଓ ସାମାଜିକ ସମସ୍ୟାମାନଙ୍କର ବିଶ୍ଳେଷଣାତ୍ମକ ଚିତ୍ର ବହନ କରିଛି। ଶୈଶବର ସ୍ମୃତି ସମ୍ବଳିତ ଆମ୍ବଗଛର ଛାଇ,ମୋ କେଶବତୀ ବୋଉ,ସେଇ ଲାଜକୁଳା ପିଲା ଗଳ୍ପଗୁଡ଼ିକ ଏକ ସର୍ବ କାଳ ଓ ସର୍ବଜନ ଅନୁଭବରେ ପରିପୁଷ୍ଟ । କନ୍ୟାଶ୍ରମର କନ୍ୟା ଓ କ୍ବାରେଣ୍ଟାଇନ୍ ରେ ଦୁପର୍ତ୍ତି ଗଳ୍ପ ଦୁଇଟି ଦୁର୍ବଳ ଆର୍ଥିକ ଭିତ୍ତିଭୂମି ଓ କୁସଂସ୍କାରାଚ୍ଛନ୍ନ ଆଦିବାସୀ ଜନଜୀବନର କରୁଣ ଆଲେଖ୍ୟ। ମାଙ୍କଡ, ଦୁଃଖର ପରିସୀମା, ସାବିତ୍ରୀ, ହାରିଯାଇଥିବା ମଣିଷ, ସୁନାମୀ ପୀଡ଼ିତା ଗଳ୍ପଗୁଡ଼ିକ ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ଅସହାୟ ମଣିଷ ମାନଙ୍କର ହସ ଅଶ୍ରୁମୟ ବେଦନାକ୍ତ ଶବ୍ଦ ଲିପିରେ ଋଦ୍ଧୀମନ୍ତ । ପ୍ରତ୍ୟେକ ଗଳ୍ପରେ ଚରିତ୍ର ମାନଙ୍କର ମନସ୍ତତ୍ତ୍ୱ ବିଶ୍ଳେଷଣ ବେଶ୍ ହୃଦୟସ୍ପର୍ଶୀ। ଭାଷା,ଭାବ ଓ ଉପସ୍ଥାପନା ଶୈଳୀ ଆଦି ସୂକ୍ଷ୍ମକଳାତ୍ମକ ପରିପାଟୀ ରେ ଗାଳ୍ପିକା ଙ୍କ ପରିପକ୍ଵ ଲେଖନୀ ଗଳ୍ପ ଗୁଡ଼ିକୁ ସ

Also in

Mystery & Thriller