• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Sorisa Phulia khara (ସୋରିଷ ଫୁଲିଆ ଖରା)

Sorisa Phulia khara (ସୋରିଷ ଫୁଲିଆ ଖରା)

Paperback

General ReferenceFiction Anthologies

ISBN10: 1990494536
ISBN13: 9781990494536
Publisher: Vidya Publishing Inc.
Published: Nov 22 2022
Pages: 144
Weight: 0.35
Height: 0.36 Width: 5.50 Depth: 8.50
Language: Oriya

ଗାଳ୍ପିକା ଶ୍ରୀମତୀ ଆନନ୍ଦିକା ସାମନ୍ତରାୟଙ୍କ ଗଳ୍ପ ସଂକଳନ ସୋରିଷ ଫୁଲିଆ ଖରା । ଆନନ୍ଦିକାଙ୍କ ସାହିତ୍ୟ କୃତିରେ ସମକାଳୀନ ସମାଜର ନିଚ୍ଛକ ଚିତ୍ର ସ୍ପଷ୍ଟ ପ୍ରତିଫଳିତ । ଏକୋଇଶିଟି ଗଳ୍ପକୁ ନେଇ ଏଇ ସୋରିଷ ଫୁଲିଆ ଖରାର ପସରା । ଅବହେଳିତ ପଛୁଆ ବର୍ଗର ମଣିଷମାନଙ୍କର ଧୂଳି ଧୂଆଁ ଧୂସରିତ ଜୀବନଯାତ୍ରାର ପ୍ରତିଚ୍ଛବି ସବୁଠି ପ୍ରତିଫଳିତ । ବଣଜଙ୍ଗଲ ଘେରା ଅନ୍ଧାରି ଗୁହାର ଅନ୍ଧବିଶ୍ୱାସ, ଯେଉଁଠି ଆଇନ ଓ ଆଲୋକ ଅପହଞ୍ଚ, ଆଜିବି ଯେଉଁମାନେ ଅବହେଳିତ, ଶୋଷିତ ଓ ଲାଂଛିତ, ସେହିଭଳି କିଛି ଧୂସରିଆ ଚରିତ୍ର ତାଙ୍କ ଗଳ୍ପ ମାନଙ୍କରେ ଚଳପ୍ରଚଳ ହେଉଥାଆନ୍ତି ପ୍ରତ୍ୟେକ ଗଳ୍ପରେ ପଠନୀୟତାର ଏକ ସ୍ରୋତସ୍ୱିନୀ ଧାରାଟିଏ ପ୍ରବାହିତ, ଯାହା ପାଠକର ମନ ଉପକୂଳରେ ଅନୁରୂଣନ ସୃଷ୍ଟି କରିବାରେ ସକ୍ଷମ ।

Also in

Fiction Anthologies