• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Ulka

Ulka

Paperback

General Poetry

ISBN10: 1645606325
ISBN13: 9781645606321
Publisher: Black Eagle Books
Published: Dec 25 2024
Pages: 120
Weight: 0.35
Height: 0.28 Width: 5.50 Depth: 8.50
Language: Oriya

କବିତା ରାଜ୍ୟର ଏ ନବାଗତା ଆରାଧିକା ସଂଘମିତ୍ରାଙ୍କ ଏ ସଂକଳନର କବିତା ମତେ କାହିଁକି ଭଲ ଲାଗିଲା ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ହେବ ୧- କବି ଯେଉଁ ପରିବେଶରେ ଜୀବନ ଜିଉଁଛି, ସେହି ଜୀବନ ଓ ପରିବେଶକୁ ଗଭୀର ଓ ନିବିଡ଼ ଭାବରେ ଭଲ ପାଇବାର ଅନୁଭବରୁ ତା'ର କବିତା-ଚେତନାର ଉଦ୍ଭବ ହେଉଛି ବୋଲି ମୋର ଅବବୋଧ। ୨- କବି ନିଜ କଳ୍ପନାର ଚିତ୍ରମାନଙ୍କୁ ଆଙ୍କିଲା ବେଳେ ଖୁବ୍ ଶବ୍ଦ ମିତବ୍ୟୟୀ ଓ ତାଙ୍କ ଉପମା, ରୂପକ, ବିମ୍ବ ଆଦି ବସ୍ତୁ ଜଗତର ସାଯୁଜ୍ୟରେ ଖଚିତ। ୩- କବିତା ରଚନାରେ ଉଚ୍ଛ୍ୱାସ, ସ୍ୱତଃସ୍ଫୁର୍ତ୍ତତା ଅପେକ୍ଷା ନିୟନ୍ତ୍ରିତ ଝଲକ ବା ଝକ୍ଟ୍ରବକ୍ସଳ ଉପରେ ତାଙ୍କ ଗୁରୂତ୍ୱାରୋପ। ୪- ଅନୁଭବର ସୌନ୍ଦର୍ଯ୍ୟ, ସମ୍ବେଦନା, ବିଦ୍ରୋହ ବା ପ୍ରେମର ବର୍ଣ୍ଣନା ନ କରି ସେ ନିର୍ମାଣ କରନ୍ତି ଏକ ଛାୟାଚ୍ଛନ୍ନ ପ୍ରଚ୍ଛଦ। ଖୁବ୍ ଧୀରି ଧୀରି ତନ୍ମୟତାରେ ଯାହା ଭେଦେ। ୫- କବିତାର ପ୍ରଥମ ଶବ୍ଦରୁ ଶେଷ ଶବ୍ଦ ଯାଏଁ ଏକ ଅସ୍ପଷ୍ଟ ଧ୍ୱନିର ଅନୁରଣନ ତାଙ୍କ କବିତାକୁ ମନ୍ତ୍ରସିଦ୍ଧ କରେ। ମୋ ଦୃଷ୍ଟିରେ ଭଲ କବିତାର ଏ ଗୁଣଗୁଡ଼ିକ ମୁଁ ସମସ୍ତ କବିଙ୍କ ଠାରୁ ଆଶାକରେ, ସଂଘମିତ୍ରାଙ୍କ ପାଖରେ ପାଏ।

Also in

General Poetry