• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Swami Ramanujacharya

Swami Ramanujacharya

Paperback

Biographies GeneralReligious Biographies

ISBN10: 1645603458
ISBN13: 9781645603450
Publisher: Black Eagle Books
Published: Apr 11 2023
Pages: 136
Weight: 0.40
Height: 0.32 Width: 5.50 Depth: 8.50
Language: Oriya

ସାଧାରଣ ମନୁଷ୍ୟ ସୀମିତ ଶକ୍ତି ଓ ସ୍ୱଳ୍ପ ଆୟୁଷର ଅଧିକାରୀ ହୋଇଥିବା ହେତୁ, ସେ ନିଜସ୍ୱ ବୁଦ୍ଧି ଓ ଉଦ୍ୟମ ଦ୍ୱାରା ଜଗତର ସ୍ରଷ୍ଟା ପରମତତ୍ତ୍ୱଙ୍କୁ ନିରୂପଣ କରିପାରିବା ଅତି କଷ୍ଟସାଧ୍ୟ ଅଟେ । ପରତତ୍ତ୍ୱଙ୍କ ବିଷୟରେ ଜାଣିବାକୁ ହେଲେ, ପରତତ୍ତ୍ୱଦର୍ଶୀ ମହାମାନବ ମାନଙ୍କ ଦ୍ୱାରା ପ୍ରଦତ୍ତ ଭଗବଦ୍ ଜ୍ଞାନର ଆଶ୍ରୟ ନେବା ହିଁ ଉତ୍ତମ ପନ୍ଥା ଅଟେ । ସେହିପରି ମହାପୁରୁଷ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଜଗତଗୁରୁ ସ୍ୱାମୀ ରାମାନୁଜାଚାର୍ଯ୍ୟ ଭାରତବର୍ଷରେ ଜଣେ ମହାନ୍ ଦାର୍ଶନିକ ତଥା 'ଶ୍ରୀ ସଂପ୍ରଦାୟ'ର ଜଣେ ବିଶିଷ୍ଟ ଆଚାର୍ଯ୍ୟ ରୂପେ ସୁପ୍ରସିଦ୍ଧ । ତାଙ୍କର ଅନେକ ନାମମାନଙ୍କ ମଧ୍ୟରେ ରାମାନୁଜ, ୟତିରାଜ ଓ ଭାଷ୍ୟକାର ଆଦି ନାମରେ ସେ ଜନମାନସରେ ଖ୍ୟାତିଲାଭ କରିଛନ୍ତି । ବିଶେଷ ମାନ୍ୟତା ଅଛି ଯେ, ବୈକୁଣ୍ଠ ଅଧିପତି ଶ୍ରୀ ନାରାୟଣଙ୍କ ଅନ୍ତରଙ୍ଗ ପାର୍ଷଦ ଅନନ୍ତଶେଷ ହିଁ କଳିଯୁଗର ମନୁଷ୍ୟସମାଜକୁ ଭଗବଦ୍ ଶରଣାଗତିର ପଥ ପ୍ରଦର୍ଶନ କରିବାପାଇଁ ରାମାନୁଜଙ୍କ ରୂପରେ ଅବତାର ଗ୍ରହଣ କରିଥିଲେ । ସ୍ୱୟଂ ଭଗବାନ ନାରାୟଣ କଳିଯୁଗର ମନୁଷ୍ୟମାନଙ୍କ ଉଦ୍ଧାର ନିମନ୍ତେ ଶ୍ରୀବୈଷ୍ଣବ ସଂପ୍ରଦାୟର ଆରମ୍ଭ କରିଥିଲେ । ଭଗବତୀ ମହାଲକ୍ଷ୍ମୀ ଏହି ସଂପ୍ରଦାୟର ଦ୍ୱିତୀୟ ଗୁରୁ ଅଟନ୍ତି । ତାଙ୍କରି ମହିମା ଧାରଣ କରିଥିବାରୁ, ଏହି ଗୁରୁ ପରମ୍ପରା ଶ୍ରୀ ସଂପ୍ରଦାୟ ନାମରେ ସୁପରିଚିତ । ମାତା ମହାଲକ୍ଷ୍ମୀଙ୍କ ଠାରୁ ଏହି ଶରଣାଗତି ଜ୍ଞ

Also in

Biographies General