• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Sabu Rakhigali

Sabu Rakhigali

Paperback

Poetry CriticismGeneral Poetry

ISBN10: 1645608719
ISBN13: 9781645608714
Publisher: Black Eagle Books
Published: May 11 2026
Pages: 144
Weight: 0.38
Height: 0.34 Width: 5.50 Depth: 8.50
Language: Oriya

ମନୋରମା ବିଶ୍ୱାଳ ମହାପାତ୍ରଙ୍କର କାବ୍ୟଯାତ୍ରା ଦୀର୍ଘ ପାଞ୍ଚ ଦଶନ୍ଧି ଧରି। ବିଶ୍ୱଭାରତୀ ଶାନ୍ତିନିକେତନର କାବ୍ୟମୟ ପରିବେଶରେ ପରିବର୍ଦ୍ଧିତ ତାଙ୍କ କାବ୍ୟସତ୍ତା ରବୀନ୍ଦ୍ରିୟ ଭାବନା ସହିତ ଏକାତ୍ମ ହୋଇଯାଇଛି। ଶିଶୁ ସାହିତ୍ୟ ଠାରୁ ଲୋକସାହିତ୍ୟ ପର୍ଯ୍ୟନ୍ତ ତାଙ୍କର ଖ୍ୟାତି ପ୍ରସାରିତ। 'ଥରେ ଖାଲି ଡାକିଦେଲେ', 'ସ୍ୱାତୀଲଗ୍ନ', 'ଏକଲା ନଈର ଗୀତ', 'ଜହ୍ନ ରାତିର ମୁହଁ', 'ଶବ୍ଦର ପ୍ରତିମା', 'ଫାଲ୍]ଗୁନି ତିଥିର ଝିଅ', 'ବିଶ୍ୱାସର ପଦ୍ମବନ', 'ସଜଳ ମେଘର ଛାଇ', 'ପାହାନ୍ତିତାରାର ଲୁହ', 'ନିର୍ବାଚିତ କବିତା', 'ସବୁ ରଖିଗଲି', 'ଭାବୁଛି ଚିଠି ଲେଖିବି ମାଆକୁ', 'ଏବେ ଖାଲି ଚିତ୍ର ଆଉ ଚିତ୍ର' ପ୍ରଭୃତି କବିତା ଗ୍ରନ୍ଥରେ ତାଙ୍କର କାବ୍ୟାନ୍ୱେଷା ଅଧିକରୁ ଅଧିକ ସଂପ୍ରସାରିତ ହୋଇଛି। ଇଂରାଜୀ, ବଙ୍ଗଳା, ହିନ୍ଦୀ, କନ୍ନଡ଼, ତାମିଲ, ଊର୍ଦ୍ଦୁ, ପଞ୍ଜାବୀ, ଅସମୀଆ, ମୈଥିଳି, ମରାଠୀ, ମାଲୟାମ୍ ଏବଂ ଫ୍ରେଞ୍ଚ ଭାଷାରେ ତାଙ୍କ କବିତା ପୁସ୍ତକ ଅନୁଦିତ ହୋଇ ଜାତୀୟ ସ୍ତରରେ କେବଳ ନୁହେଁ, ଦରିଆପାରି ଜଗତରେ ମଧ୍ୟ ତାଙ୍କୁ ପରିଚିତ କରାଇଛି। କବିତା ପାଇଁ ସେ ସ୍ୱିଡ଼େନ୍], ଗ୍ରୀସ୍], ଲଣ୍ଡନ, ମରିସସ୍], ନେପାଳ, ବାଙ୍ଗଲାଦେଶ, ଆମେରିକା ପ୍ରଭୃତି ଦେଶକୁ ନିମନ୍ତ୍ରିତ ହୋଇଛନ୍ତି। କବିତା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଏବଂ ରାଜ୍ୟ ବାହାରୁ ଏକାଧିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାର ସମୁଦ୍ରକୂଳବର୍ତ୍ତୀ ଜଗାଇ ତାଙ୍କର ଜନ&#

Also from

Mohapatra, Manorama Biswal

Also in

Poetry Criticism