• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Paritranaya Sadhunam

Paritranaya Sadhunam

Paperback

General FictionLiterary Fiction

ISBN10: 1645607798
ISBN13: 9781645607793
Publisher: Black Eagle Books
Published: Dec 29 2025
Pages: 102
Weight: 0.28
Height: 0.24 Width: 5.50 Depth: 8.50
Language: Oriya

ପରିତ୍ରାଣାୟ ସାଧୁନାମ୍]' ତେରଟି ହାସ୍ୟରସାତ୍ମକ, କଳ୍ପନା ରୂପାନ୍ତରିତ ଗଳ୍ପରେ ସଂକଳିତ ରଚନା; ଯାହାର କିଛି ଗଳ୍ପ The Odisha Society of the Americas (OSA) ମାଗାଜିନ୍]ରେ ବିଭିନ୍ନ ସମୟରେ ପ୍ରକାଶିତ ହୋଇଅଛି। ତଦାନୀନ୍ତନ ଅନୁଭୂତି ଓ କଳ୍ପନାରେ ଆଧାରିତ ଗଳ୍ପ ସମୂହ ପାଇଁ ମୁଁ ମୋର ଅନେକ ସ୍ୱର୍ଗତଃ ଏବଂ ବର୍ତ୍ତମାନର ବନ୍ଧୁମାନଙ୍କ ପାଖରେ କୃତଜ୍ଞ। ଅଳ୍ପ କିଛି ଗଳ୍ପ ନେଇ ଏହି ପୁସ୍ତକର ପ୍ରଥମ ମୁଦ୍ରଣ ପ୍ରକାଶନ ୨୦୦୫ ମସିହାରେ ସ୍ୱର୍ଗତ ଡ. କାର୍ତ୍ତିକେଶ୍ୱର ପାତ୍ର (ବାଲେଶ୍ୱରର ପୂର୍ବତନ ଏମ୍]ପି)ଙ୍କ ପ୍ରେରଣା ଓ ଆନୁକୂଲ୍ୟରେ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ଏବଂ ଦୀନକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ବିଶ୍ୱାଳଙ୍କ ସହଯୋଗରେ ହୋଇଥିଲା; ଯାହାଙ୍କୁ ମୋର ବିଶେଷ ଧନ୍ୟବାଦ ଏବଂ ପ୍ରଚ୍ଛଦର ମୂଳରୂପ ଡିଜାଇନର୍ ଅଶୋକ ମହାନ୍ତି (ଭଦ୍ରକ) ଏବଂ ତାହାର ରୂପାନ୍ତର ନିମନ୍ତେ ଶ୍ରୀ ଅଶୋକ ପରିଡ଼ାଙ୍କୁ ଅଶେଷ ଧନ୍ୟବାଦ ଓ ପୁସ୍ତକର ପୁନଃପ୍ରକାଶ ନିମନ୍ତେ ପାଇଁ ମୁଁ ଶ୍ରୀ ସତ୍ୟ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞ। Teachers live in Eternity ସ୍ୱର୍ଗତଃ କାର୍ତ୍ତିକେଶ୍ୱର ପାତ୍ର ଥିଲେ ସେମିତି ଜଣେ ଉଦାର ଶିକ୍ଷକ ଓ ପଥପ୍ରଦର୍ଶକ। ତେଣୁ ଏହି ମୁଦ୍ରଣର ବହିଟିକୁ ସ୍ୱର୍ଗତ କାର୍ତ୍ତିକେଶ୍ୱର ପାତ୍ରଙ୍କ ସ୍ମୃତିରେ ପାଠକଗଣଙ୍କୁ ତର୍ପଣ କରୁଛି।

Also in

General Fiction