• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Truti Keunthi?

Truti Keunthi?

Paperback

Biographies GeneralWriting InstructionGeneral Education

ISBN10: 1645602869
ISBN13: 9781645602866
Publisher: Black Eagle Books
Published: Jun 13 2022
Pages: 266
Weight: 0.75
Height: 0.60 Width: 5.50 Depth: 8.50
Language: Oriya

ତାଙ୍କର ସମସ୍ତ ଲେଖା ଜୀବନାନୁଭୂତିର ଗୋଟିଏଗୋଟିଏ ଅଂଶବିଶେଷ । କାର୍ଯ୍ୟାନୁଭୂତି, ଶିକ୍ଷାନୁଭୂତିରେ ପରିବେଷ୍ଟିତ ଶବ୍ଦ ପଂକ୍ତିଗୁଡିକ ଗମ୍ଭୀରତା, ସଂକଳ୍ପ ଓ ଅଭିମର୍ଶତାରେ ଭରପୁର । ସେଥିରେ ସମାଲୋଚନା ନଥାଏ, ଅନ୍ୱେଷଣ ଥାଏ । ସିଦ୍ଧାନ୍ତର ସ୍ପଷ୍ଟ ପଥ ଦେଖାଯାଏ । ଏଇ ଯେମିତି 'ତୃଟି କେଉଁଠି?' ଲେଖାଟିରେ ପ୍ରଫେସର ଉନ୍ମୋଚନ କରିଛନ୍ତି, ଅଭିଜ୍ଞତାର ଏକ ଧାରା । 'ତିନିଦିନିଆ ଶିବିର କାଳରେ ଛାତ୍ରମାନଙ୍କର କର୍ତ୍ତବ୍ୟପରାୟଣତା, ନିଷ୍ଠା ଓ ଆତ୍ମତୃପ୍ତିକୁ ପରଖିଛନ୍ତି । ବର୍ଷକୁ ଥରେ କ୍ୟାମ୍ପ ପାଇଁ ସରକାର ପଇସା ଦେଉଛି, ଆମେ କିନ୍ତୁ ନିଜେ ରୋଜଗାର କରି ଆଉ ଦୁଇତିନିଟା ଶିବିର କରିବୁ, ଟ୍ୟୁସନ୍ କରି । ପିଲାଙ୍କ ଏହି ପ୍ରସ୍ତାବ ଭିତରେ ସେ ଆତ୍ମହରା ହୋଇଯାଇଛନ୍ତି । କି ସଫଳ ପରୀକ୍ଷଣ ସତରେ! କାରଣ ଦିନେ ସେଇ ପିଲାଙ୍କର ବଦନାମ ଥିଲା ଯେ ଜାତୀୟ ସେବା ଯୋଜନାର ଖରାଦିନିଆ ଶିବିରରେ ଦୈନିକ କାହିଁକି ମାଛମାଂସ ଦିଆଗଲାନି ବୋଲି କ୍ୟାମ୍ପ ଶେଷଦିନ କୂଅରେ ଦରି, ପେଟ୍ରୋମାକ୍ସ ପକାଇଥିଲେ । ସ୍ତମ୍ଭକାର କାହାକୁ ନିନ୍ଦା କରିନାହାନ୍ତି, ସମାଲୋଚନା କରି ନାହାନ୍ତି, କେବଳ ପ୍ରଶ୍ନ ମାଧ୍ୟମରେ ସଂଗଠକଙ୍କ ଭିତରେ ଥିବା ତୃଟି ଅନ୍ୱେଷଣ କରିଛନ୍ତି ।

Also in

Biographies General