• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
The Rhythm Eternal

The Rhythm Eternal

Paperback

General FictionLiterary Fiction

ISBN10: 1645603210
ISBN13: 9781645603214
Publisher: Black Eagle Books
Published: Oct 4 2022
Pages: 108
Weight: 0.32
Height: 0.26 Width: 5.50 Depth: 8.50
Language: Oriya

ଏହି ସଂକଳନରେ ସ୍ଥାନିତ, ଯାହାକୁ ଗଳ୍ପ ବୋଲି ବର୍ଣ୍ଣନା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ, ସେହି ଆତ୍ମାନୁଭୂତିଭିତ୍ତିକ ଲେଖା ବ୍ୟତୀତ ବେଳେବେଳେ ଆଉ ଏକ ଏକ ମହତ ସ୍ପନ୍ଦନ ଏ ଲେଖକକୁ ତନ୍ମୟ କରି ରଖେ । ଦିବ୍ୟ ଜୀବନର ସାଧକ ଶ୍ରୀଅରବିନ୍ଦଙ୍କର ତପସ୍ୟା ସହିତ ନିଜକୁ ଏକାତ୍ମ କରି ଦେଇଥିବା ଶ୍ରୀମା ମୋ ଜୀବନର ଶ୍ରେଷ୍ଠ ପ୍ରେରଣାଦାୟିନୀ ଶକ୍ତି । ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ସେ ଯେତେବେଳେ ଥିଲେ ସାଧନାମଗ୍ନ, ସେତେବେଳେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହେଉଥିଲା, ସେଥିରେ ପରିପୂର୍ଣ୍ଣ ହୋଇ ରହିଥିଲା ଏପରି ଏକ ସୂକ୍ଷ୍ମ ତରଙ୍ଗ, ଯାହାର ଉତ୍ସ ଅବସ୍ଥିତ ଅଦୃଶ୍ୟ ସୂକ୍ଷ୍ମ ଜଗତରେ । ଶ୍ରୀମାଙ୍କ ପ୍ରେରଣାରେ 'ଦି ରିଦମ୍ ଇଟରନାଲ୍]' ନାମରେ ଯେଉଁ କାର୍ଯ୍ୟକ୍ରମଟିର ପରିକଳ୍ପନା ହୋଇଛି ଓ ନାଟ୍ୟ-ମଞ୍ଚ ଉପରେ ତାହାର ଅଭିନୟ ପ୍ରକାଶ କରିଛି ଚିରନ୍ତନ ସଙ୍ଗୀତର ଧ୍ୱନିକୁ, ତାହାର ଆଧାରରେ ରଚିତ ହୋଇଛି ଏହି ଗଳ୍ପଟି । ପୁସ୍ତକଟିର ନାମକରଣ ସମ୍ପର୍କରେ ଅତ୍ୟନ୍ତ ନିବିଡ଼ ଭାବରେ ଯେତେବେଳେ ମୋର ଅନ୍ତଃସତ୍ତା ସମାଧିସ୍ଥ, ସେତେବେଳେ ହିଁ ଅନ୍ତଃପ୍ରେରଣାର ଏକ ବିରଳ ସଂକେତ ସମୁଜ୍ଜ୍ୱଳ ହୋଇଉଠିଲା ମୋ ଭିତରେ । ଯାହାର ଅନୁପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଏହି ନାମ ରଖିବା ପାଇଁ ମୁଁ ଥିଲି ଏକ ନିମିତ୍ତ ମାତ୍ର । ଇଂରାଜୀ ନାମ ବୋଲି ଓଡ଼ିଆ ଗଳ୍ପ ସଂକଳନର ନାମକରଣ ଯେ ହୋଇପାରିବ ନାହିଁ, ଏପରି ଚିନ୍ତନ ମୋ

Also from

Meher, Manindra Kumar

Also in

Literary Fiction