• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Swami Vivekanand Ke Sapno Ka Bharat in Oriya (ସ୍ବାମୀ ବିବେକାନନ&#289

Swami Vivekanand Ke Sapno Ka Bharat in Oriya (ସ୍ବାମୀ ବିବେକାନନġ

Paperback

Biographies General

ISBN10: 9359648825
ISBN13: 9789359648828
Publisher: Diamond Pocket Books Pvt Ltd
Published: Nov 6 2023
Pages: 194
Weight: 0.56
Height: 0.45 Width: 5.50 Depth: 8.50
Language: Oriya
ସ୍ବାମୀବିବେକାନନ୍ଦଙ୍କର ବର୍ତ୍ତାକୁ ଯଦି ଗୁରୁତ୍ବର ସହ ନେବା ତେବେ ସେ ହେଉଛନ୍ତି ବାସ୍ତବତାର ପ୍ରମୁଖ ପୂଜାରୀ। ସେ ଖାଲି ଯେ ଜଣେ ଆଧ୍ୟାତ୍ମିକ ତଥା ଧର୍ମିକ ବ୍ୟକ୍ତିତ୍ବ ତାହାନୁହେଁ ସେହ ହେଉଛନ୍ତି ଜଣେ ଜାତୀୟ ଚେତନା ରଖୁଥିବା ଏବଂ ନିର୍ବିାଦୀୟ ଦାର୍ଶନିକ। ସ୍ବାମୀ ବିବେକାନନ୍ଦଙ୍କର ପ୍ରତ୍ୟେକ ସମସ୍ୟା ପାଇଁ ଆଧ୍ୟାତ୍ମିକତା ସହିତ ବୈଜ୍ଞାନିକ ଦୃଷ୍ଟିକୋଣ ଥିଲା। ଜୀବନର ପ୍ରତ୍ୟେକ କ୍ଷେତ୍ର ବିଷୟରେ ତାଙ୍କର ପର୍ଯ୍ୟବେକ୍ଷଣ ଆଶ୍ଚର୍ଯ୍ୟଜନକ ଏବଂ ଆଜି ମଧ୍ୟ ଏହା ପ୍ରାସଙ୍ଗିକ ଅଟେ। ଆମର ନୀତି ନିର୍ମାତାମାନେ ପାଶ୍ଚାତ୍ୟ ଦାର୍ଶନିକମାନଙ୍କୁ ଉଦ୍ଧୃତ କରିବାକୁ ଭଲ ପାଆନ୍ତି ଏବଂ ସର୍ବଦା ପାଶ୍ଚାତ୍ୟ କୌଶଳ ମାଧ୍ୟମରେ ଦେଶର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ସେମାନେ ନିଜ ଦେଶର ଚିନ୍ତକମାନଙ୍କଠାରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା କରନ୍ତି ନାହିଁ।1902 ମସିହାରେ ସ୍ବାମୀ ବିବେକାନନ୍ଦଙ୍କର ଦେହାନ୍ତ ହୋଇଥିଲା କିନ୍ତୁ ଆଜି ଭାରତ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି ତାହା ଯାଞ୍ଚ କରିବା ପାଇଁ ତାଙ୍କର ମତାମତ ଏଠାରେ ଅଛି। ଏବଂ, ଏହି ପୁସ୍ତକ ସୃଷ୍ଟି ପଛରେ ଏହା ହେଉଛି କାରଣ ।

Also from

Shekhar, Himanshu

Also in

Biographies General