Mu bi Karna
Paperback
Please select the version of book you would like to purchase.
ISBN10: 1645604454
ISBN13: 9781645604457
Publisher: Black Eagle Books
Published: Sep 2 2023
Pages: 140
Weight: 0.41
Height: 0.33 Width: 5.50 Depth: 8.50
Language: Oriya
ISBN13: 9781645604457
Publisher: Black Eagle Books
Published: Sep 2 2023
Pages: 140
Weight: 0.41
Height: 0.33 Width: 5.50 Depth: 8.50
Language: Oriya
'ମୁଁ ବି କର୍ଣ୍ଣ' ଉପନ୍ୟାସରେ ଚିତ୍ରିତ ହୋଇଛି ଏକ ପାଳିତ ପୁତ୍ରର ଜୀବନ କାହାଣୀ ଯାହାର ସାମଞ୍ଜସ୍ୟ ରହିଛି ମହାଭାରତର କର୍ଣ୍ଣଙ୍କ ଜୀବନ କାହାଣୀ ସହିତ ।
ସଦ୍ୟ ଜନ୍ମିତ ଶିଶୁପୁତ୍ରଟିକୁ ନଦୀର ଜଳରେ ଭାସୁଥିବା ବୋଝ ଭିତରୁ ଅତି ଆଗ୍ରହରେ ତୋଳିଆଣି ନିମିଷକ ମଧ୍ୟରେ ଭୁଲିଯାଆନ୍ତି ଚିତ୍ରା ଓ ବିଭୂତି ନିଜର ସଦ୍ୟ ମୃତ ପୁତ୍ରକୁ ଯାହାକୁ ସେମାନେ ନଦୀ ନିକଟରେ ପୋତିବାକୁ ଆସିଥିଲେ ରାତ୍ରିର ଅନ୍ଧାରରେ । ସମସ୍ତଙ୍କ ଆଗରେ 'ଆଲୋକ' ସେମାନଙ୍କର ଜନ୍ମିତ ପୁତ୍ର ।ସମୟକ୍ରମେ ଚିତ୍ରା ଓ ବିଭୂତିଙ୍କର ପାଞ୍ଚ ପୁଅ ହୋଇଛନ୍ତି କୁନ୍ତୀଙ୍କର ପାଞ୍ଚପୁତ୍ର ହେଲାପରି । ଆଲୋକ ମଧ୍ୟ ଭଲ ପଢ଼ି ଏକ ଅଫିସର ହୋଇଛି । କିନ୍ତୁ ସେ ଜାଣିନି ନିଜର ପ୍ରକୃତ ଜୀବନ ବୃତ୍ତାନ୍ତ । ଆଲୋକ ପଛରେ ଯେ ଅନ୍ଧାରଟିଏ ଲୁଚି ରହିଛି ତାହା ସମସ୍ତଙ୍କୁ ଆଗୋଚର ।ସମୟ ସ୍ରୋତରେ ଆଲୋକର ପ୍ରକୃତ ଜନ୍ମଦାତ୍ରୀ ମେନକା ଦେବୀ ସନ୍ଧାନ ପାଆନ୍ତି ନିଜ ଜନ୍ମିତ ପୁତ୍ରର ଓ ତା ପାଖକୁ ଆସି ପ୍ରକୃତ ମାତାର ପରିଚୟ ଦିଅନ୍ତି । କିନ୍ତୁ ଆଲୋକ ତାଙ୍କୁ ନିଜର ମା' ବୋଲି ଗ୍ରହଣ କରେନି । ଚିତ୍ରା ଓ ବିଭୂତି ତାର ମାତା ଓ ପିତା । ନିରାଶ ହୁଅନ୍ତି ମେନକା ଦେବୀ ।ମେନକା ଦେବୀଙ୍କର ଆଉ କିଏ ନାହାନ୍ତି । ସେ ଏକ ଅନାଥାଶ୍ରମର ମାଲିକାଣୀ । ଅଳ୍ପଦିନ ପରେ ତାଙ୍କର ମୃତ୍ୟୁ ହୁଏ କ୍ୟାନ୍]ସରରେ ଓ ରାତ୍ରିରେ ହୋଇଯାଏ ତାଙ୍କର ଶବଦାହ ଶ୍ମଶାନରେ । ଆଲୋକ ଖବର ପାଇ ଶ୍ମଶାନରେ ପହଞ୍ଚିଲା ବେଳକ
Also in
General Fiction
Elizabeth Spencer: Novels & Stories (Loa #344): The Voice at the Back Door / The Light in the Piazza / Knights and Dragons / Stories
Spencer, Elizabeth
Hardcover
$38.00
Anniversaries, Volume 2: From a Year in the Life of Gesine Cresspahl, April 1968-August 1968
Johnson, Uwe
Paperback
From $14.99
Philip Roth: Novels 1973-1977 (Loa #165): The Great American Novel / My Life as a Man / The Professor of Desire
Roth, Philip
Hardcover
From $17.99
Selected Writings: Robert Musil: Young Torless, Three Women, the Perfecting of a Love, and Other Writings
Musil, Robert
Agee, Joel
Paperback
$79.43
Before Gatsby: The First Twenty-Six Stories
Baughman, Judith
Fitzgerald, F. Scott
Bruccoli, Matthew J.
Paperback
$50.74
