• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Kosal Bahir Juan Sor( କୋସଲ ବାହିର ଯୁଆନ ସୋର) (Large Print Edition)

Kosal Bahir Juan Sor( କୋସଲ ବାହିର ଯୁଆନ ସୋର) (Large Print Edition)

Paperback

Foreign Language General

Publisher Price: $17.00

ISBN10: 1998475921
ISBN13: 9781998475926
Publisher: Vidya Publishing Inc.
Published: Aug 25 2025
Pages: 220
Weight: 0.52
Height: 0.55 Width: 5.50 Depth: 8.50
Language: Oriya

କୋସଲ ବାହିର ଯୁଆନ ସୋର ବହିଥି ପଶ୍ଚିମ ଓଡ଼ିଶାର ଯୁଆନ ତାକତବର କାବ୍ୟ ପ୍ରତିଭା ମାନକର ଛାଁଟଲା ଲେଖାକେ ସଁକଲିଛନ ଜନାଶୁନା ଲେଖକ ସାକେତ ଶ୍ରୀଭୂଷଣ ସାହୁ। କାବ୍ୟ ପ୍ରତିଭା ମାନକର ମେନମେନସା ସୋରଥି ସଜେଇ ହେଇଛେ ଫରଦମାନେ। ଗୁହେର ମନ ଭିତରର ଭାବ, ସାର ବିଚାର, ଜଟିଳ ସତ, ଆଦି ଥି ଉସାରପିସାର ହେଇଛେ କେନଭାସ। ଭାବନାକେ ଜୀବନ ଦେଇଛନ; କେତେବେଲେ ଜୀବନ ଫିଲୋସଫି ତ କେତେବେଲେ ପ୍ରେମ, କେତେବେଲେ ଦାଦନ ସମସ୍ୟା ଥି ଯୁଝୁଥିବା ଜୀବନ ତ ଫେର କେତେବେଲେ ବ୍ୟକ୍ତିଗତ ଜୀବନର ଅନୁଭବକେ କାଗଜ ଥି ଉତରେଇଛନ। ଇଲାକା ନୁ ଖପିଯଉଥିବା ସଂସ୍କୃତି ବାବଦେ ବି ସୋର ଉଠେଇଛନ କବିମାନେ। ରାଜନୈତିକ ସାମାଜିକ ପ୍ରତିଷ୍ଠାନ ଆଗାଡେ ଅର୍ଦ୍ଦଲି କରୁଛନ କବିତାମାନେ ଉଜନଦାର ଭାଷାଥି ଗୁର୍ହଇ ହେଇ କୋସଲବାହିର ସୁନ୍ଦରପନକେ ଉଵାଗର କରିଛନ। ଇ ବହିର କବିତାମାନେ ଉର୍ଘା ମେଟେଇ ଦେଇପାରବେ, ଯୁଆନ ହେଲେ ବି ସିଆନକୁ ଶିଖେଇ ଦେବାର ତାକତ ରଖିଛନ। ବଏସ ଥି ଯୁଆନ ଜରୁର ହେଲେ ଟାନ ଆର ବରକସ। ଶବ୍ଦର ବେଭାର, ଆର ତକନିକ ଥି ପୁଖତ ଲାଗୁଛନ। ହରେକ କବିତା ମୁନୁଷପନ ଆର ଆତ୍ମାକେ ଯୁଡୁଛନ।

Also in

Foreign Language General