• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Kalajayee Odia Kabita

Kalajayee Odia Kabita

Paperback

Miscellaneous LanguagesPoetry Anthologies

ISBN10: 1645601382
ISBN13: 9781645601388
Publisher: Black Eagle Books
Published: Dec 24 2020
Pages: 354
Weight: 0.99
Height: 0.79 Width: 5.50 Depth: 8.50
Language: Oriya

କବିତା ହେଉଛି ବାସ୍ତବତାର କଳାତ୍ମକ ଅଭିବ୍ୟକ୍ତି । ସେ ଯୁଦ୍ଧ ହେଉ କି ପ୍ରେମ, ବିରାଗ ହେଉ କି ସମ୍ମୋହନ, ସ୍ୱପ୍ନ ହେଉକି ବାସ୍ତବତା, ଦୁଃଖ ହେଉକି ସୁଖ, ମୋହ ହେଉକି ମୁକ୍ତି - ସବୁର ନିର୍ମମ ବାସ୍ତବତାକୁ ଯେଉଁ କବି ନିଜେ ଚିହ୍ନି ଅନ୍ୟକୁ ଚିହ୍ନେଇ ଦେବା ସହିତ ସାର୍ବକାଳିକ ସତ୍ୟର ପ୍ରତିଷ୍ଠା ଦିଏ ତାର ଶବ୍ଦଶକ୍ତି ମାଧ୍ୟମରେ ସେତେବେଳେ ତା'ର କବିପଣ ସାର୍ଥକ ହୋଇଯାଏ ଏବଂ ସେହି ସୃଷ୍ଟି କାଳଜୟୀ ସୃଷ୍ଟି ଭାବରେ ଆଦୃତି ଲାଭ କରେ । ମଣିଷର ଜୀବନ ହିଁ ଏ କବିତାର ଶାଶ୍ୱତ ପୁଞ୍ଜି । ସମୟର ବିବର୍ତ୍ତିତ ଧାରାରେ ନାନା ଚିନ୍ତାଚେତନାର ସଂଘର୍ଷରେ ବିଶ୍ୱ ଯେତେବେଳେ କଡ ଲେଉଟାଏ, ସେତେବେଳେ ସମାଜ, ସଂସ୍କୃତି, ରାଜନୀତି ତଥା ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏହି ବିବର୍ତ୍ତିତ ମୂଲ୍ୟବୋଧର ଜୀବନ୍ତ ସାକ୍ଷୀ ହେଉଛି କାଳଜୟୀ କବିତା । ଏହି ସାର୍ବିକ ଦୃଷ୍ଟିରୁ 'ଶହେଟି କାଳଜୟୀ ଓଡିଆ କବିତା' ଆଧୁନିକ ଓଡିଆ କବିତାର ଏକ ସାର୍ଥକ ସଂକଳନ । ଏଥିରେ ୧୮୪୩ରୁ ୧୯୫୦ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା କବିଙ୍କର ପ୍ରତିନିଧି ସ୍ଥାନୀୟ (ଶ୍ରେଷ୍ଠ ଭାବଦ୍ୟୋତନା ଓ ରୂପ ବୈଚିତ୍ର]୍ୟ ଦୃଷ୍ଟିରୁ ) କାବ୍ୟାଂଶ ବା କବିତା ଅନ୍ତର୍ଭୁକ୍ତ କରାଯାଇଛି ।

Also in

Poetry Anthologies