• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Kahinathiba Katha

Kahinathiba Katha

Paperback

Biographies GeneralLiterary Figures

ISBN10: 164560764X
ISBN13: 9781645607649
Publisher: Black Eagle Books
Published: Nov 20 2025
Pages: 210
Weight: 0.55
Height: 0.48 Width: 5.50 Depth: 8.50
Language: Oriya

ଦିହଜାର କୋଡ଼ିଏ ମସିହା ଡିସେମ୍ବର ମାସରେ ମୋର ସ୍ମୃତିଲେଖ 'କଥା ଅନେଶ୍ୱତ' ପ୍ରକାଶିତ ହୋଇଥିଲା, ସରକାରୀ ଚାକିରିରୁ ଅବସରର ମାସେ ପୂର୍ବରୁ। ସେତେବେଳେ ଅନୁଭବ କରିଥିଲି ଆହୁରି ଅନେକ କଥା ବାକି ରହିଗଲା କହିବାକୁ ଏବଂ ସେଥିପାଇଁ ସେତେବେଳେ ଲେଖିଥିଲି ଏହାକୁ ସ୍ମୃତି କଥାର ପ୍ରଥମ ଭାଗ ଭାବରେ ଧରିନେବା ପାଇଁ। ଆଜି ଯେତେବେଳେ ସ୍ମୃତିଲିପିର ଦ୍ୱିତୀୟ ଖଣ୍ଡ ପ୍ରକାଶିତ ହେବାକୁ ଯାଉଛି ମୁଁ ଅନୁଭବ କରୁଛି ପ୍ରଥମ ଓ ଚଳିତ ଦୁଇଟିଯାକ ପୁସ୍ତକ ନ ପଢ଼ିଲେ ଅନେକ କଥା ଅନାଲୋଚିତ ରହିଯିବ।

Also from

Sahu, Niranjan

Also in

Biographies General