Itara Kahani
Paperback
ISBN13: 9781990494093
Publisher: Wild Strawberry Prod
Published: Oct 19 2021
Pages: 240
Weight: 0.68
Height: 0.55 Width: 5.50 Depth: 8.50
Language: Oriya
କାହାଣୀଟିଏ ଖାଲି ଲେଖା ଯାଏନା - ପଢ଼ାଯାଏ, ବୁଝାଯାଏ, ପୁଣି ପଢ଼ାଯାଏ - ବହି ଖୋଜି ଖୋଜି କାହାଣୀ ପଢ଼ାଯାଏ । ଏହି ପାଠକତ୍ୱରୁ ପୁଣି ସୃଷ୍ଟି ହୁଏ ଅନନ୍ୟ କାହାଣୀ । ଏହିଭଳି କିଛି ବିଶ୍ୱ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କାହାଣୀରେ ପରିପୁଷ୍ଟ ଶ୍ରୀ ଦେବଦାସ ଛୋଟରାୟ ଏବଂ ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ଦ୍ଵାରା ସଂକଳିତ ଆମର ଏ ଇତର କାହାଣୀ ।
ବିଦ୍ରୋହକୁ କ୍ଷମତାପନ୍ନ ଶକ୍ତି ଏକ ଇତର ଭାବର ସଂଜ୍ଞା ଦିଏ । ତାରି ପ୍ରତ୍ୟୁତ୍ତରରେ ବିଶାଳ Subaltern Literatureର ସୃଷ୍ଟି । ପ୍ରେମ, ବିଶେଷକରି ଦୈହିକ ପ୍ରେମ, ସ୍ଥଳ ଓ କାଳ ବିଶେଷରେ ଯେଉଁ ବାତ୍ୟା-ଆମନ୍ତ୍ରଣକାରୀ ଲଘୁଚାପ ସୃଷ୍ଟିକରେ, ତାକୁ Valentine's Day ର ସଂଚାଳକ ମାନେ ଇତର ଭାବର ସଂଜ୍ଞା ଦେଇପାରନ୍ତି । ଆମର ସ୍ମୃତିରେ ରହିଛି ଉଚ୍ଚାଟନ ଆଉ ଆମ ଧୀଶକ୍ତିରେ ରହିଛି କୌତୁହଳ । ଏ ଦୁଇଟି ଯାକର ଆକସ୍ମିକ ମିଶ୍ରଣରେ ତିଆରି ହୁଏ ଇତର ମୁହୂର୍ତ୍ତ ମାନଙ୍କର ଅଲଂଘ୍ୟ ରସାୟନ ।
ହେଲେ ଇତର ଭାଷାରେ ଯେଉଁ ବ୍ୟାକରଣହୀନ, ନିରାଡ଼ମ୍ବର ଚାପଲ୍ୟ ଆଉ ଅନ୍ତରଙ୍ଗତା ରହିଛି, ତା King's Englishର ଦୂରକୁ ଠେଲିଦେଉଥିବା ସମ୍ଭ୍ରାନ୍ତପଣରେ ନାହିଁ ।
ଇତର କାହାଣୀ ମଣିଷ ମନର ନିଷିଦ୍ଧ ଅଞ୍ଚଳର ରସରଞ୍ଜିତ ଭରା କାରୁଣ୍ୟର କଥା ।
Also from
Chhotray, Devdas
Also in
General Fiction
Elizabeth Spencer: Novels & Stories (Loa #344): The Voice at the Back Door / The Light in the Piazza / Knights and Dragons / Stories
Spencer, Elizabeth
Hardcover
Anniversaries, Volume 2: From a Year in the Life of Gesine Cresspahl, April 1968-August 1968
Johnson, Uwe
Paperback
Selected Writings: Robert Musil: Young Torless, Three Women, the Perfecting of a Love, and Other Writings
Musil, Robert
Agee, Joel
Paperback
Before Gatsby: The First Twenty-Six Stories
Bruccoli, Matthew J.
Baughman, Judith
Fitzgerald, F. Scott
Paperback
