• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Galpa Nuhe

Galpa Nuhe

Paperback

General FictionLiterary Fiction

ISBN10: 1645603059
ISBN13: 9781645603054
Publisher: Black Eagle Books
Published: Aug 29 2022
Pages: 106
Weight: 0.32
Height: 0.25 Width: 5.50 Depth: 8.50
Language: Oriya

ଉଦ୍ଦେଶ୍ୟହୀନ ଭାବେ ଗପ ଲେଖିବା ଝୁଙ୍କ ପିଲାଦିନୁ ଥିଲା । ସ୍କୁଲ ଜୀବନରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ପ୍ରକାଶିତ ମୀନାବଜାର ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ରେଭେନ୍ସା କଲେଜରେ ଛାତ୍ର ଥିଲାବେଳେ କିଛି ଲେଖା 'ରେଭେନ୍ସାଭିଆନ୍]'ରେ ପ୍ରକାଶିତ ହୋଇଥିଲା ଯାହାର ଅନୁବାଦ ମନୋରଂଜନ ହୋତା କରିଥିଲେ ଓ ସେଗୁଡ଼ିକ ଦୈନିକ ଇଂରାଜୀ ସମ୍ବାଦପତ୍ର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଥିଲା । 'ଦିଗନ୍ତ', 'ଆସନ୍ତାକାଲି', 'ରବିବାର ପ୍ରଜାତନ୍ତ୍ର'ରେ ମଧ୍ୟ କେତୋଟି ଲେଖା ସେ ସମୟରେ ପ୍ରକାଶିତ ହୋଇଥିଲା । ଦୁଃଖର ବିଷୟ ସେଗୁଡ଼ିକ ସାଇତି ରଖିବା କଥା କେବେ ମନକୁ ଛୁଇଁ ନଥିଲା । ଏମିତି ତ ବିଶୃଙ୍ଖଳ ଓ ତା' ଉପରେ ବୃତ୍ତିର ବାଧ୍ୟବାଧକତାରେ ସେଗୁଡ଼ିକ ହଜିଗଲେ । ସେ କାଳର କେବଳ ଦୁଇ ତିନୋଟି ଗଳ୍ପ ଉଦ୍ଧାର କରିପାରିଥିଲି ଯାହା ଏ ବହିରେ ସନ୍ନିବେଶିତ । ବିଦେଶ ସେବାରେ ଥିଲାବେଳେ ଓଡ଼ିଆରେ କଥା କହିବା ଓ ଲେଖିବା ପାଇଁ ପରିବେଶ ନଥିଲା । ଆଜି ଭଳି ଯୋଗାଯୋଗର ନୂତନ ଟେକ୍ନୋଲୋଜି ନଥିଲା । କଲେଜରେ ପଢ଼ୁଥିବା ବେଳର ବନ୍ଧୁମାନଙ୍କ ପରାମର୍ଶରେ ଓଡ଼ିଆ କ୍ଷୁଦ୍ର ଗଳ୍ପ ଲେଖିବାରେ ପ୍ରଚେଷ୍ଟା କଲି । ପାଠକଙ୍କୁ ଭଲ ଲାଗିଲେ ଆନନ୍ଦିତ ହେବି ।

Also from

Beuria, Abasara

Also in

Literary Fiction