• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Bharatiya Janata Party: Biswara Sarba Bruhat Rajanaitika Dalara Gouraba Gatha

Bharatiya Janata Party: Biswara Sarba Bruhat Rajanaitika Dalara Gouraba Gatha

Paperback

General Political ScienceGeneral World HistoryIndian & South Asian History

ISBN10: 1645601366
ISBN13: 9781645601364
Publisher: Black Eagle Books
Published: Dec 10 2020
Pages: 462
Weight: 1.28
Height: 1.03 Width: 5.50 Depth: 8.50
Language: Oriya

11 ଅଶୋକ ରୋଡ୍ ସ୍ଥିତ ଭାରତୀୟ ଜନତା ପାର୍ଟିର ପୁରାତନ କାର୍ଯ୍ୟାଳୟରେ ଏକ ଡିଜିଟାଲ୍ କାଉଣ୍ଟର ଟିକ୍ ଟିକ୍ କରୁଥିଲା। ଦଳୀୟ କର୍ମୀ,କାର୍ଯ୍ୟାଳୟ ସହାୟକ ଆଦି ସମସ୍ତଙ୍କ ନଜର ଡିଜିଟାଲ ପର୍ଦ୍ଦା ଉପରେ ଥିଲା। ଭାରତୀୟ ଜନତା ପାର୍ଟିର ସଭ୍ୟ ସଂଗ୍ରହ କାର୍ଯ୍ୟ ଅନ୍ତର୍ଗତ 'ନୂଆ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ପଞ୍ଜୀକୃତ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଏହି ପର୍ଦ୍ଦା ଉପରେ ପ୍ରଦର୍ଶିତ ହେଉଥିଲା। ଦଳର ଜାତୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ସେଦିନ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଯେତେବେଳେ ଶ୍ରୀ ଶାହ ଡିଜିଟାଲ କାଉଣ୍ଟର ଦେଖିବାକୁ ଆସିଲେ, ସେତେବେଳେ ତାଙ୍କ ଆଖିରେ ବାଳକ ସୁଲଭ ଆଗ୍ରହ ଥିଲା। ସୌଭାଗ୍ଯବଶତଃ ମୁଁ ସେ ମୁହୂର୍ତ୍ତର ସାକ୍ଷୀ ଥିଲି। ଡିଜିଟାଲ କାଉଣ୍ଟର ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା କ୍ଷଣି ପୁରା କାର୍ଯ୍ୟାଳୟରେ ଉଲ୍ଲାସର ଗୁଞ୍ଜରଣ ଶୁଭିଲା। ଜଣେ କଠୋର କାର୍ଯ୍ୟପାଳକ ଭାବେ ଜଣାଶୁଣା ଉଲ୍ଲସିତ ଦଳୀୟ ଅଧ୍ୟକ୍ଷ ମଧ୍ୟ ନିଜ ଖୁସିକୁ ଲୁଚାଇ ପାରିଲେ ନାହିଁ। ଏହି ଉଚ୍ଚାଭିଳାଷୀ ସଦସ୍ୟତା ସଂଗ୍ରହ ଅଭିଯାନ ତାଙ୍କ ଚିନ୍ତା ପ୍ରସୂତ ଥିଲା ।ତାଙ୍କ ବିଚାରରେ ବିଜେପିର ନୂତନ ଭାବେ ହାସଲ ପ୍ରତିଷ୍ଠାକୁ ଏକୀଭୂତ କରିବାକୁ ସକ୍ରିୟ ସଦସ୍ୟମାନେ ହିଁ ଆଧାର ସଦୃଶ ଥିଲେ। ପରଦିନ ପ୍ରତ୍ୟେକ ପ୍ରମୁଖ ସମ୍ବାଦ ପତ୍ର ' ବିଜେପି ବିଶ୍ୱର ସର୍ବ ବୃହତ୍ ରାଜନୈତିକ ଦଳ ହେଲା ' ଶୀର୍ଷକରେ ମୁଖ୍ୟ ସ&#

Also in

Indian & South Asian History