• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Bharat Pathika (Netajee Subhash Chandra Bose nka Atmajeebani)

Bharat Pathika (Netajee Subhash Chandra Bose nka Atmajeebani)

Paperback

Biographies GeneralHistorical FiguresPolitical Biographies

ISBN10: 1645609057
ISBN13: 9781645609056
Publisher: Black Eagle Books
Published: Aug 6 2026
Pages: 154
Weight: 0.41
Height: 0.36 Width: 5.50 Depth: 8.50
Language: Oriya

ଭାରତୀୟ ମୁକ୍ତି ସଂଗ୍ରାମର ଦୁର୍ଦ୍ଧର୍ଷ ସେନାନୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ କୋଳରେ ଧରି ଓଡ଼ିଶା ଗର୍ବିତ, ଭାରତବର୍ଷ ଗୌରବାନ୍ୱିତ । ମହାନଦୀ ଓ କାଠଯୋଡ଼ିର ବାହୁବନ୍ଧନୀରେ ଚିର ଦେଦୀପ୍ୟମାନ ଐତିହାସିକ କଟକ ନଗରୀରେ ଭୂମିଷ୍ଠ ହୋଇଥିଲେ ସୁଭାଷଚନ୍ଦ୍ର ୧୮୯୭ ମସିହାରେ । କଟକର ମାଟି, ପାଣି ଓ ପବନରେ ଗଢ଼ା ତାଙ୍କର ଦେହ; କଟକର ଗଳି, ଉପଗଳି, ଧୂଆଁ, ଧୂଳି ସହିତ ବିଜଡ଼ିତ ତାଙ୍କ ବାଲ୍ୟ ଓ କୈଶୋରର ସ୍ମୃତି । ବିଶେଷତଃ ରେଭେନ୍ସା କଲିଜିଏଟ୍ ସ୍କୁଲ ଏବଂ ତା'ର ଶିକ୍ଷକ ଶିକ୍ଷିକାଗଣ ସୁଭାଷଙ୍କ ଆଦ୍ୟ ଉତରଣର ଥିଲେ ପଥ ପ୍ରଦର୍ଶକ । ସୁଭାଷ ଚନ୍ଦ୍ର ଭାରତ ବର୍ଷର ଅଦ୍ୱିତୀୟ ରାଜନେତା ଓ ବିଶ୍ୱବନ୍ଦିତ କର୍ଣ୍ଣଧାରରେ ରୂପାନ୍ତରିତ ହେବା ପରେ ମଧ୍ୟ ଜନ୍ମମାଟି ଓଡ଼ିଶା ସହିତ ତାଙ୍କର ସଂଯୋଗ ଓ ସଂପ୍ରୀତି ଥିଲା ଅବ୍ୟାହତ ।

Also in

Historical Figures