Aparapara
Paperback
Please select the version of book you would like to purchase.
ISBN10: 1645601765
ISBN13: 9781645601760
Publisher: Black Eagle Books
Published: Mar 17 2021
Pages: 110
Weight: 0.33
Height: 0.26 Width: 5.50 Depth: 8.50
Language: Oriya
ISBN13: 9781645601760
Publisher: Black Eagle Books
Published: Mar 17 2021
Pages: 110
Weight: 0.33
Height: 0.26 Width: 5.50 Depth: 8.50
Language: Oriya
ଅପରାପର କବିତା ରୂପରେ ଏକ ଚେତନା, ଏକ ସ୍ବର, ଶିହରଣ । ଏ ତିନି ସ୍ତରର, ଚାରି ପାଖରେ ଆଖି ଆଗରେ ଘଟୁଥିବା ସ୍ଥୂଳ ବାସ୍ତବତା ତ କେତେବେଳେ ଆଖି କୁ ଦିଶୁ ନ ଥିବା ସୂକ୍ଷ୍ମ ଅବବୋଧ, ଯାହା ଖାଲି ଅନୁଭବ କରି ହୁଏ, କହି ହୁଏ ନାହିଁ । ଆଉ ଗୋଟିଏ ସ୍ତର ହେଲା ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସୁପ୍ତ ଅବସ୍ଥା । ଏ କବିତା ତିନି ସ୍ତରକୁ ଛୁଇଁବାକୁ ଚେଷ୍ଟା କରିଛି । ଏ କେତେବେଳେ ଲୌକିକତା ରେ ଛନ୍ଦା ତ କେତେବେଳେ ଅଲୌକିକତା ରେ ବନ୍ଧା । ପ୍ରତି କବିତା ଲେଖିଲା ବେଳେ ମୁଁ ଅନୁଭବ କରିଛି କିଛି ଅଲୌକିକ ଆଚ୍ଛନ୍ନତା ।
ଅ ଗୋଟିଏ ଶକ୍ତିଶାଳୀ ଅକ୍ଷର, ଓଁକାର ର ପ୍ରଥମ ଅକ୍ଷର । ଏ ଅକ୍ଷର କରିପାରେ ଅସମ୍ଭବ କୁ ସମ୍ଭବ ଓ ସମ୍ଭବ କୁ ଅସମ୍ଭବ । ଏ ବହିର ପ୍ରତ୍ୟେକ କବିତା ଅ କାର ରେ ଆରମ୍ଭ । ଆଶା ଏ ପାଠକଙ୍କୁ ଆଛନ୍ନ କରି ରଖିବ ।
Also in
General Poetry
Dante's Vita Nuova, New Edition: A Translation and an Essay
Pitavy, Francois
Alighieri, Dante
Paperback
$33.00
Sounding the Seasons Enlarged Edition: One Hundred and Ten Sonnets for the Christian Year
Guite, Malcolm
Paperback
$19.94
They Bloom Because of You: Poems on the Infinite Love, Growth, and Magic of Motherhood
Urlichs, Jessica
Paperback
$18.05
Lao Tzu: Tao Te Ching: A Book about the Way and the Power of the Way
Lao Tzu
Le Guin, Ursula K.
Paperback
$18.00
