Nitya Kurukshetra
Paperback
ISBN13: 9781645603443
Publisher: Black Eagle Books
Published: Feb 24 2023
Pages: 160
Weight: 0.46
Height: 0.37 Width: 5.50 Depth: 8.50
Language: Oriya
କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାର ଅଭିଳାଷରୁ ମୋର କବିତା ଲେଖା ଆରମ୍ଭ । ବିଭିନ୍ନ ପତ୍ର ପତ୍ରିକା ମାନଙ୍କରେ କେତେକ କବିତା ପ୍ରକାଶିତ । ଜୟପୁର ରେଡିଓ ଷ୍ଟେସନରୁ ଯୁବବାଣୀ କାର୍ଯ୍ୟକ୍ରମରେ ନିୟମିତ ଭାବରେ କିଛି ବର୍ଷ କବିତା ପାଠ ସାଂଗକୁ କେତେକ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ଓ ପୁରସ୍କୃତ ହେବା ସତ୍ତ୍ୱେ ମୁଁ ନିଜକୁ ଜଣେ କବି ଭାବରେ କେବେ ସ୍ୱୀକୃତି ଦେଇନାହିଁ । ତେଣୁ ଏସବୁ ଦିନେ ପୁସ୍ତକ ଆକାରରେ ପ୍ରକାଶ ପାଇବ ଏକଥା ମୋ ଚିନ୍ତାର ବାହାରେ ଥିଲା । ପ୍ରଥମେ ମୋର ସହକର୍ମୀ ସାହିତ୍ୟର ଶ୍ରଦ୍ଧାଳୁ ରସଗ୍ରାହୀ ପାଠକ ଶିକ୍ଷା ବିଭାଗର ଅଧ୍ୟାପକ ବଂଧୁ ଶ୍ରୀ ମଳୟ କୁମାର ନନ୍ଦୀ ମୋର କବିତାଗୁଡ଼ିକୁ ପଢ଼ି ପୁସ୍ତକଟିଏ ପ୍ରକାଶ କରିବାକୁ ପ୍ରସ୍ତାବ ଦେଲେ । ସେ ଦିଗରେ ମୋର ଅନାଗ୍ରହ ଦେଖି ପ୍ରକାଶନର ସମସ୍ତ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଲେ । ତେଣୁ ତାଙ୍କର ପ୍ରୋତ୍ସାହନ କେବଳ ନୁହେଁ ବରଂ ସମସ୍ତ ଦାୟିତ୍ୱ ବହନ ପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ କହିବାଟା ଯଥେଷ୍ଟ ହେବ ନାହିଁ । ମୋ କବିତାର ପ୍ରଥମ ପାଠିକା ମୋର ସହଧର୍ମିଣୀ ଶ୍ରୀମତି ଗାୟତ୍ରୀ ଦେବୀ ସବୁବେଳେ ଅଭିମାନରେ କହି ଆସିଛନ୍ତି ତୁମେ କେବଳ ଲେଖିବ କିନ୍ତୁ କେବେ ବହି ଖଣ୍ଡେ ପ୍ରକାଶ କରି ପାରିବନି । ତାଙ୍କର ଏହି ଅଭିମାନଭରା କଥା ପୁସ୍ତକ ପ୍ରକାଶନ ଦିଗରେ ମୋତେ ପ୍ରୋତ୍ସାହିତ କରିଛି । କେତେକ କବିତା ପୂର୍ବରୁ ବିବିଧ ପତ୍ରପତ୍ରିକାମାନଙ୍କ
Also in
General Poetry
Dante's Vita Nuova, New Edition: A Translation and an Essay
Alighieri, Dante
Pitavy, Francois
Paperback
Sounding the Seasons Enlarged Edition: One Hundred and Ten Sonnets for the Christian Year
Guite, Malcolm
Paperback
Lao Tzu: Tao Te Ching: A Book about the Way and the Power of the Way
Le Guin, Ursula K.
Lao Tzu
Paperback
They Bloom Because of You: Poems on the Infinite Love, Growth, and Magic of Motherhood
Urlichs, Jessica
Paperback
Ariel: The Restored Edition: A Facsimile of Plath's Manuscript, Reinstating Her Original Selection and Arrangement
Plath, Sylvia
Paperback
This Is the Main Event: Discovering the Life You Long for in the Life You Have
Smith, Joshua Luke
Hardcover
