Nishabda Nupura
Paperback
Poetry CriticismGeneral Poetry
ISBN13: 9781645604549
Publisher: Black Eagle Books
Published: Sep 26 2023
Pages: 94
Weight: 0.28
Height: 0.23 Width: 5.50 Depth: 8.50
Language: Oriya
ଉମାଶଙ୍କର ପଣ୍ଡାଙ୍କ ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ୨୦୦୪ ମସିହାରେ ସର୍ବୋଚ୍ଚ ଅତିବଡ଼ୀ ସମ୍ମାନରେ ସମ୍ମାନିତ କରିଥିଲା । ଏତଦ୍]ବ୍ୟତୀତ ସେ ବିଷୁବ ସମ୍ମାନ, ଝଙ୍କାର କାବ୍ୟ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ସାରଳା ସମ୍ମାନ, ଫକୀର ମୋହନ ଗଳ୍ପ ସମ୍ମାନ, ଅଖିଳ ପଟ୍ଟନାୟକ ବିଶେଷ କବି ସମ୍ମାନ, କବିତାୟନ କବି ସମ୍ମାନ, ଧରିତ୍ରୀ ସାହିତ୍ୟ ସମ୍ମାନ ଆଦି ପଚାଶରୁ ଊର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ।
ସେ ୬୭ଟି ବେତାର ନାଟକ, ପଚାଶରୁ ଊର୍ଦ୍ଧ୍ୱ ବେତାର ସଂଗୀତ ରୂପକ ଓ ଅନେକ ଓଡ଼ିଆ ତଥା ସମ୍ବଲପୁରୀ ଗୀତିକବିତାର ସ୍ରଷ୍ଟା । ତାଙ୍କ ରଚିତ ସମ୍ବଲପୁରୀ ସଂଗୀତ ରୂପକ 'ଗାଆଁକେ ଯିମା ଚାଲ' ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨୦୦୦ ବର୍ଷରେ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ଲାଭ କରିଥିଲା ।
'ନିଶବ୍ଦ ନୂପୁର'ହେଉଛି କବି ଉମାଶଙ୍କର ପଣ୍ଡାଙ୍କର ପଞ୍ଚମ କବିତା ସଂକଳନ, ଯାହାକି ୧୯୮୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ।
Also from
Panda, Umasankar
Also in
Poetry Criticism
The Poet's Companion: A Guide to the Pleasures of Writing Poetry
Addonizio, Kim
Laux, Dorianne
Paperback
Letters to a Young Poet: With the Letters to Rilke from the ''Young Poet''
Rilke, Rainer Maria
Kappus, Franz Xaver
Searls, Damion
Hardcover
Economy of the Unlost: (Reading Simonides of Keos with Paul Celan) (Nobel Prize Winner)
Carson, Anne
Paperback
Faeries, Sprites & Malevolent Spirits: An Anthology of Classic Poetry & Stories
Thorne, Aurora
Hardcover
Poem a Day: 366 Poems, Old and New - One for Each Day of the Year
McCosker, Karen
Albery, Nicolas
Paperback
A Literary Dog for Every Day of the Year: Mischievous Mutts and Faithful Friends - Literature's Waggiest Tales
Richardson, Tara
Hardcover
Man Who Would Marry Susan Sontag: And Other Intimate Literary Portraits of the Bohemian Era
Rosebrough, Amy L.
Field, Edward
Paperback
Leaves of Grass: The Complete 1855 and 1891-92 Editions: A Library of America Paperback Classic
Whitman, Walt
Paperback
Poetry from Spaceship Earth: Empire and Ecology in Post-1945 American Poetry
Rahimtoola, Samia
Paperback
Three Simple Lines: A Writer's Pilgrimage Into the Heart and Homeland of Haiku
Goldberg, Natalie
Hardcover
