Nishabda Jhankara
Paperback
Poetry CriticismGeneral Poetry
ISBN13: 9781645609179
Publisher: Black Eagle Books
Published: Aug 25 2026
Pages: 88
Weight: 0.25
Height: 0.21 Width: 5.50 Depth: 8.50
Language: Oriya
'ନିଃଶବ୍ଦ ଝଂକାର' କାବ୍ୟ ସଂକଳନଟିର ସ୍ରଷ୍ଟାଂକ ପାଇଁ ଉପର ଲିଖିତ ସତ୍ୟପାଠ ପ୍ରତି ଦୃଷ୍ଟିଦେବାକୁ ହେବ କାୟମନୋବାକ୍ୟରେ। ଅନୁରାଗ, ଅଭିମାନ ଓ ଆତ୍ମାନ୍ୱେଷ ଏହି ତିନୋଟି ବିଭାଗରେ ସର୍ବମୋଟ ଚାଳିଶଟି କବିତା ସ୍ଥାନ ପାଇଛି। ପ୍ରାୟ ପ୍ରତିଟି କବିତା ଆମ ସାଂସ୍କୃତିକ ଇତିହାସରେ ଥିବା 'ନବରସ'ରେ ଜୁଡୁବୁଡୁ। ପ୍ରେମର ଏହି ଆଦ୍ୟ ଭାଗରେ ବର୍ଣ୍ଣିତ ଛଳଛଳ ଆବେଗଭରା ଭାଷାର ପ୍ରୟୋଗରେ ଦେହଦେଉଳିର ବର୍ଣ୍ଣନା ଚିତ୍ରଭାଷାରେ ଲେଖା ହୋଇଥିବାରୁ ଏହା ଯେ ପାଠକାଦ୍ରୁତ ହେବ ଆଶା କରାଯାଏ। ପ୍ରଥମ ପ୍ରେମର ଯାତ୍ରାପଥ ଲଂବିଥାଏ ବିଶ୍ୱଜନୀନ ସ୍ତର ପର୍ଯ୍ୟନ୍ତ। ସେହି ସ୍ତରରେ ପହଂଚିବା ପାଇଁ ସଲୋନି ଅଂଗୀକାରବଦ୍ଧ ହେବେ ବୋଲି ମୁଁ ଈଶ୍ୱରଙ୍କୁ ଜଣାଉଛି। ସହଜ, ସରଳ ଓ ସାବଲୀଳ ଭାଷାର ପ୍ରୟୋଗରେ ପ୍ରତିଟି କବିତା ମୂର୍ତ୍ତିମଂତ। ବୈଶ୍ୱାନର ଦୃଷ୍ଟିଭଂଗୀରେ ଜୀବନକୁ ଜଗତକୁ ଦେଖି ଅନୁଭବି ନିଜର ଅନୁଭୂତିକୁ ଅଧିକରୁ ଅଧିକ କାବ୍ୟଭାଷାରେ ନିଜର ରଚନାକୁ ରସୋତୀର୍ଣ୍ଣ କରି ପାରିଲେ ତାହା ଅଚିରେ ବହୁଳ ଭାବେ ପାଠକାଦ୍ରୁତ ହେବ ଏଥିରେ ସଂଦେହର ଅବକାଶ ନାହିଁ। -- ଫନୀ ମହାଂତି, କେନ୍ଦ୍ର ସାହିତ୍ୟ ଅକାଦେମୀ ପ୍ରାପ୍ତ ଲେଖକ, ପୁଷ୍ପଧନୁ, ଭୁବନେଶ୍ୱର
Also in
Poetry Criticism
The Poet's Companion: A Guide to the Pleasures of Writing Poetry
Laux, Dorianne
Addonizio, Kim
Paperback
Economy of the Unlost: (Reading Simonides of Keos with Paul Celan) (Nobel Prize Winner)
Carson, Anne
Paperback
Letters to a Young Poet: With the Letters to Rilke from the ''Young Poet''
Kappus, Franz Xaver
Searls, Damion
Rilke, Rainer Maria
Hardcover
A Literary Dog for Every Day of the Year: Mischievous Mutts and Faithful Friends - Literature's Waggiest Tales
Richardson, Tara
Hardcover
Poem a Day: 366 Poems, Old and New - One for Each Day of the Year
McCosker, Karen
Albery, Nicolas
Paperback
Faeries, Sprites & Malevolent Spirits: An Anthology of Classic Poetry & Stories
Thorne, Aurora
Hardcover
Toward a Living Archive of African Poetry: Kwame Dawes and Chris Abani on the New-Generation African Poets Chapbook Series
Abani, Chris
Dawes, Kwame
Paperback
Man Who Would Marry Susan Sontag: And Other Intimate Literary Portraits of the Bohemian Era
Field, Edward
Rosebrough, Amy L.
Paperback
Leaves of Grass: The Complete 1855 and 1891-92 Editions: A Library of America Paperback Classic
Whitman, Walt
Paperback
Three Simple Lines: A Writer's Pilgrimage Into the Heart and Homeland of Haiku
Goldberg, Natalie
Hardcover
Poetry from Spaceship Earth: Empire and Ecology in Post-1945 American Poetry
Rahimtoola, Samia
Paperback
