• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Niraba Nadira Sua

Niraba Nadira Sua

Paperback

General Poetry

ISBN10: 1645608077
ISBN13: 9781645608073
Publisher: Black Eagle Books
Published: Dec 15 2025
Pages: 120
Weight: 0.33
Height: 0.28 Width: 5.50 Depth: 8.50
Language: Oriya

କବିତା ହେଉଛି କବି ପ୍ରାଣର କଳ୍ପନା ପ୍ରସୂତ କାବ୍ୟିକ ଅଭିବ୍ୟକ୍ତି। କବିତାର କାୟାକଳ୍ପ ଗଢ଼ାହୁଏ ଭିଜା ମାଟିର ବାସ୍ନାରେ, ଜୀବନ ଜିଇଁବାର କଳାକୌଶଳରେ, ପ୍ରକୃତି ଓ ଜଗତ ପ୍ରତି ଅହେତୁକ ସ୍ନେହ, ଶ୍ରଦ୍ଧା, ମମତ୍ୱବୋଧରେ, ଭାବ, ଆବେଗ, ଲଳିତ ପଣ ଓ ପ୍ରେମର ଆଧ୍ୟାତ୍ମିକ ତଲ୍ଲୀନତା ଭିତରେ। ଭାଷା ମାଧ୍ୟମରେ ଭାବର ପରିପ୍ରକାଶ ଘଟେ, ଭାଷା ଶିଖାଏ ସାହିତ୍ୟ। ଉନ୍ନତ ମାନର କବିତା ତାକୁ ହିଁ କହନ୍ତି ଯାହା ପାଠକର ହୃଦୟକୁ ସ୍ପର୍ଶ କରେ, ତା'ର ଚିନ୍ତାଧାରାକୁ ଉନ୍ନତ କରେ, ଦୃଷ୍ଟିଭଙ୍ଗୀକୁ ବଦଳାଇ ଦିଏ, ଚେତନାର ଉଦ୍ରେକ କରାଇ ଏକ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିଭାଏ।

Also from

Dash, Govind Chandra

Also in

General Poetry