• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Kanda Mo Priya Janmabhumi

Kanda Mo Priya Janmabhumi

Paperback

General Fiction

ISBN10: 1645603040
ISBN13: 9781645603047
Publisher: Black Eagle Books
Published: Jul 10 2024
Pages: 304
Weight: 0.85
Height: 0.68 Width: 5.50 Depth: 8.50
Language: Oriya

ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷମତା ଭିତରେ ସେଠି କେମିତି ଚାରିଆଡ଼େ ଭୟର ବାତାବରଣ ଘେରି ରହିଛି ତାର ଅବତାରଣା କରାଯାଇଛି । ଏପରିକି ନବଜାତକ ଶିଶୁ ବି ଉତ୍ତରାଧିକାର ସୂତ୍ରରେ ଭୟ ନେଇ ଜନ୍ମ ହୁଏ - ପ୍ରିୟ ମଣିଷକୁ ହରାଇବାର ଭୟ, ବିଶ୍ୱାସ ହରାଇବାର ଭୟ, ଅପରାଧର ଭୟ, ବିଖଣ୍ଡିତ ପରିବାରର ଭୟ ଇତ୍ୟାଦି... ଏଇ ପରିପ୍ରେକ୍ଷୀରେ ସହର ବନାମ ଗାଁ, ପାରମ୍ପରିକ ଦେଶୀୟ ଜୀବନ ବନାମ ତଥାକଥିତ ସଭ୍ୟ ସହରୀକରଣ, ମୂଲ୍ୟବୋଧ ଭିତ୍ତିକ ବାପା ବନାମ ପୁଅର ଜୀବନଦୃଷ୍ଟି ଆଦିର ଏକ ସଂଘର୍ଷମୟ ବିରୋଧାଭାସକୁ ଜଟିଳ ରୂପକ ଓ ଅଳଙ୍କାର ମାଧ୍ୟମରେ ଚିତ୍ରଣ କରି ଆଲାନ୍] ପେଟନ୍] ଆଫ୍ରିକୀୟ ସମାଜର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟକୁ ଦର୍ଶାଇଛନ୍ତି ।

Also from

Paton, Alan

Also in

General Fiction