• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Kanakalata

Kanakalata

Paperback

Classic FictionGeneral Fiction

ISBN10: 1645608948
ISBN13: 9781645608943
Publisher: Black Eagle Books
Published: Jun 15 2026
Pages: 120
Weight: 0.33
Height: 0.28 Width: 5.50 Depth: 8.50
Language: Oriya

ନନ୍ଦକିଶୋରଙ୍କ 'କନକଲତା' ସଂସ୍କାର ସାହିତ୍ୟ। ଯୁଗର ଆବଶ୍ୟକତା, ବୁଦ୍ଧିଜୀବୀର ସ୍ୱପ୍ନ ଏଠି ଏକୀଭୂତ। କଳାରେ ସମୟକ୍ରମେ 'ପ୍ରାଥମିକତା'ଗୁଡ଼ିକ ବଦଳିବଦଳି ଯାଏ। ନବଜାଗରଣକାଳୀନ ଓଡ଼ିଶାରେ ସମାଜର ସାମଗ୍ରିକ ସଂସ୍କାରର ଆବଶ୍ୟକତା ଯେପରି ଥିଲା, ସାହିତ୍ୟ-ସମୃଦ୍ଧି ମଧ୍ୟ ସେହିପରି ଜରୁରୀ ଥିଲା। 'କନକଲତା' ସେଇ ଦ୍ୱୈତ ପ୍ରୟୋଜନୀୟତାକୁ ପୂରଣ କରିଛି। ଉକ୍ତ ଉପନ୍ୟାସ କେବଳମାତ୍ର ଉପନ୍ୟାସ ନୁହେଁ, ଶିକ୍ଷିତ ଜଣେ ଲେଖକର ନୂଆ ସମାଜଗଠନର ସଂକଳ୍ପ! ଏହି ଉପନ୍ୟାସ ନବ ପ୍ରଭାତର ବୈତାଳିକ, ଅନାୟାସରେ 'ପୁରୁଣା'ର ମୁଖା ଖୋଲିଦେବାର କୁହୁକଦଣ୍ଡ।

Also in

Classic Fiction