Hidamati
Paperback
Classic FictionGeneral Fiction
ISBN13: 9781645604716
Publisher: Black Eagle Books
Published: Nov 1 2023
Pages: 168
Weight: 0.48
Height: 0.39 Width: 5.50 Depth: 8.50
Language: Oriya
ନିତ୍ୟାନନ୍ଦ ମହାପାତ୍ର (୧୭ ଜୁନ୍ ୧୯୧୨ - ୧୭ ଅପ୍ରେଲ ୨୦୧୨) ଏକଧାରାରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ସାମ୍ବାଦିକ ତଥା ରାଜନୀତିଜ୍ଞ । ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ସେ ୧୯୫୭ରୁ ୧୯୭୧ ପର୍ଯ୍ୟନ୍ତ ତଥା ଯୋଗାଣ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ରୂପେ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଓଡ଼ିଆ ପତ୍ରିକା 'ଡଗର'ର ସମ୍ପାଦକ ଭାବରେ ସେ ଲୋକପ୍ରିୟ ଥିଲେ । ତାଙ୍କ ରଚିତ ଉପନ୍ୟାସ ଭିତରେ 'ଭଙ୍ଗାହାଡ଼', 'ଘରଡିହ', 'ହିଡ଼ମାଟି', 'ଜୀବନର ଲକ୍ଷ୍ୟ', 'ଜୀଅନ୍ତା ମଣିଷ', 'ଜଳନ୍ତା ନିଆଁ', 'ସୁଖର ସନ୍ଧାନେ' ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ହେଲା 'ଏଗାରଟା', 'ଆଖି ନାହିଁ କାନ ନାହିଁ', 'କ୍ଷଣିକ', 'ଧଳାଗାର କଳାଗାର', 'ରାଜକନ୍ୟା' । ତାଙ୍କ କଥା ସାହିତ୍ୟରେ ଗଭୀର ମାନବିକତାର ପରିଚୟ ମିଳେ । ଆବେଗପୂର୍ଣ୍ଣ ତଥା ମାନବଧର୍ମୀ ବର୍ଣ୍ଣନାରୀତି ତାଙ୍କ ରଚନାର ବିଶେଷତ୍ୱ । ସେ ପାଇଥିବା ପୁରସ୍କାର ମଧ୍ୟରେ 'ନାହଂ ତିଷ୍ଠାମି ବୈକୁଣ୍ଠେ' ଜୀବନୀ ଗ୍ରନ୍ଥ ପାଇଁ ୧୯୮୦ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଘରଡିହ' ଉପନ୍ୟାସ ପାଇଁ ୧୯୮୭ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ୧୯୯୯ର ଅତିବଡୀ ପୁରସ୍କାର ଉଲ୍ଲେଖଯୋଗ୍ୟ ।
Also in
Classic Fiction
James Fenimore Cooper: The Leatherstocking Tales Vol. 1 (Loa #26): The Pioneers / The Last of the Mohicans / The Prairie
Cooper, James Fenimore
Hardcover
Four Comedies: The Taming of the Shrew, a Midsummer Night's Dream, the Merchant of Venice, Twelfth Night
Shakespeare, William
Paperback
Before Gatsby: The First Twenty-Six Stories
Bruccoli, Matthew J.
Baughman, Judith
Fitzgerald, F. Scott
Paperback
The Princess Bride Deluxe Limited Edition: S. Morgenstern's Classic Tale of True Love and High Adventure
Goldman, William
Paperback
The Fellowship of the Ring: Being the First Part of the Lord of the Rings
Tolkien, J. R. R.
Paperback
The Lord of the Rings Illustrated by the Author: Illustrated by J.R.R. Tolkien
Tolkien, J. R. R.
Hardcover
The Princess Bride: S. Morgenstern's Classic Tale of True Love and High Adventure
Goldman, William
Hardcover
The Pilgrim's Progress: A Readable Modern-Day Version of John Bunyan's Pilgrim's Progress (Revised and easy-to-read)
Vermilye, Alan
Bunyan, John
Paperback
Frankenstein, Dracula, Dr. Jekyll and Mr. Hyde
Stevenson, Robert Louis
Stoker, Bram
Shelley, Mary
Paperback
