• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Atulya Nobel 2023

Atulya Nobel 2023

Paperback

General Political ScienceGeneral SociologyHistory & Philosophy of Science

ISBN10: 1645608301
ISBN13: 9781645608301
Publisher: Black Eagle Books
Published: Jan 19 2026
Pages: 136
Weight: 0.36
Height: 0.32 Width: 5.50 Depth: 8.50
Language: Oriya

ଆମର ନିତିଦିନିଆ ଡିଜିଟାଲ ଜୀବନଶୈଳୀ ସ୍ମାର୍ଟ ଫୋନ୍], ଟିଭି, ଇଣ୍ଟରନେଟ୍]ରେ ବାନ୍ଧି ହୋଇପାରିଛି। ଏହା ପଛରେ ରହିଥିବା ବୈଜ୍ଞାନିକ ପଦ୍ଧତିକୁ ପରିବର୍ଦ୍ଧିତ କରିଥିବା ବ୍ୟକ୍ତିମାନଙ୍କୁ କ୍ୱାଣ୍ଟମ୍ ଡଟ୍], କୋଭିଡ୍ ଟିକା, କ୍ଷୀପ୍ର ଇଲେକ୍]ଟ୍ରୋନ୍ ଗତି ଆଲୋକ ସ୍ପନ୍ଦନ ଦ୍ୱାରା ଠାବ କରିବାର କୌଶଳ ନିମିତ୍ତ ୨୦୨୩ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ସୁଖଦ ଶାନ୍ତି ଓ ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ବିରାଟ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ମୌଳବାଦୀଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶାଣିତ କରିଥିବା ବ୍ୟକ୍ତିଙ୍କୁ ନୋବେଲ ଶାନ୍ତି ବୈଶ୍ୱିକ ବାର୍ତ୍ତା ବହନ କରୁଛି ଏବଂ ଅର୍ଥନୀତିରେ ନାରୀମାନଙ୍କର ନ୍ୟାଯ୍ୟ ଦାବିରେ ସାମିଲ ହେବାର ସ୍ୱୀକୃତି ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଷ ଓ ନାରୀ କାନ୍ଧକୁ କାନ୍ଧ ମିଳାଇ ଏହି ଯାତ୍ରାକୁ ସାଫଲ୍ୟମଣ୍ଡିତ କରିଛନ୍ତି।

Also in

General Sociology