• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Apurba Aranya

Apurba Aranya

Paperback

General Poetry

ISBN10: 1645606848
ISBN13: 9781645606840
Publisher: Black Eagle Books
Published: Apr 14 2025
Pages: 312
Weight: 2.21
Height: 0.81 Width: 11.00 Depth: 8.50
Language: Oriya

ଗତ କାଲିର ଦିନକୁ ସମସ୍ତେ ଭୁଲିଯାଆନ୍ତୁ, ବାଟ ଖୋଜିବାରେ ସମୟ ଅପଚୟ ନକରି, ସବୁଜର ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ। ହୃଦୟ, ମନକୁ ବିସ୍ତୀର୍ଣ୍ଣ ସବୁଜ ପ୍ରାଙ୍ଗଣରେ ଖୋଲା ଛାଡିଦିଅନ୍ତୁ। ଆରମ୍ଭର ଅସ୍ପଷ୍ଟ ଲାଗୁଥିବା ଚିତ୍ର ସ୍ପଷ୍ଟ ହୋଇଉଠିବ ତେବେ। ସେହି ସବୁଜର ବିସ୍ମୟ ଭିତରେ ଯାତ୍ରା ଜାରି ରହୁ। ଜଳରେ ସବୁ ପ୍ରତିଫଳନ ସଚଳ, ସଜୀବ ଦିଶୁ। ବୁଝନ୍ତୁ ସମସ୍ତେ, ମହାନ ଅରଣ୍ୟରେ ନିଜକୁ ବନ୍ଧନରେ ରଖିବାର ଆବଶ୍ୟକ ନାହିଁ, ଦରକାର ଅଛି କେବଳ ସ୍ୱପ୍ନର ନିର୍ଝରିଣୀ କୂଳରେ ପଦଚାଳନା, ପାଦ ନଥକୁ ତ କେବେ।

Also in

General Poetry