Anya Ananya
Paperback
Poetry CriticismGeneral Poetry
ISBN13: 9781645603306
Publisher: Black Eagle Books
Published: Nov 7 2022
Pages: 154
Weight: 0.45
Height: 0.36 Width: 5.50 Depth: 8.50
Language: Oriya
କବିତା ତ କେତେ କଥା କହେ । କୁହାଯାଏ, କବିତା ଗୋଟିଏ ବିଶାଳ କାନଭାସ୍ । ଅଳ୍ପରେ ଅନେକ କଥା କହିପାରେ କବିତା । କବିତା କଥା ସତରେ ନିଆରା । ଜୀବନ ଓ ଜଗତକୁ ନେଇ ମୋର ଅନୁଭବକୁ କବିତାରେ କବିତାରେ କହିବାର ପ୍ରୟାସ କରିଛି । କବିତା ମତେ ମୁଗ୍ଧ କରେ, ମୋହିତ କରେ । କବିତା ମତେ ସ୍ୱପ୍ନାବିଷ୍ଟ କରେ । ସ୍ୱପ୍ନରୁ ସତ୍ୟ, ସତ୍ୟରୁ ସ୍ୱପ୍ନ ଏମିତି ଘୂରିବୁଲେ ମୋ'ର କବିତାମାନ । କେତେବେଳେ ଫୁଲ, କେତେବେଳେ ଫଗୁଣ, କେତେବେଳେ ସାଙ୍ଗସାଥୀ ତ କେତେବେଳେ ପାହାନ୍ତା ରାତି କେତେକଥା, କେତେବ୍ୟଥା - ଏସବୁକୁ ନେଇ କବିତା । କବିତାରେ କାହାକୁ ଥାଏ ଅପେକ୍ଷା ପୁଣି ତହିଁରେ ଥାଏ କାହାର ସ୍ୱପ୍ନାବିଳ ସତ୍ତା । କବିତାକୁ ଭଲପାଉଥିବା କବିଟିଏ ମୁଁ । ବିବିଧତା ମୋ କବିତାର ମୂଳ କଥା । କିଛି ପରିବର୍ତ୍ତନ, କିଛି ନୂତନତା, କିଛି ଅମଡ଼ାବାଟକୁ ଚଲାପଥ କରିବାର କଥାକୁ ନେଇ ମୋ କବିତା । \ଚଢ଼େଇ'ରୁ ଆରମ୍ଭ ହୋଇ \ସାଙ୍ଗ'ରେ ସାରିଥିବା ଏ କବିତା ସଂକଳନରେ ସମୟ, ରାସ୍ତା, ଜୀବନ, ଯନ୍ତ୍ରଣା, ପ୍ରେମ, ବିଶ୍ୱାସ ଆଦି ବିବିଧ ବିଷୟକୁ କବିତାରେ କହିବାର ପ୍ରୟାସ କରିଛି । ଏହି କଥା କହିବାବେଳେ ମନେପଡ଼ିଯାଇଛି - ଗାଁ ନଈତୁଠ କଥା, ଚିଠିର ବାସ୍ନା, ସ୍ୱପ୍ନର ମାଦକତା, ସଞ୍ଜବେଳ, ଅଦିନ ବର୍ଷା, ପିଲାଦିନ ଏମିତି କେତେକେତେ କଥା ମତେ ବିଭୋର କରିଛି । କର୍ମଜଞ୍ଜାଳରୁ ସମୟ ପାଇଲେ ମୁଁ କବି ହେଇଯାଏ । ଭୁଲିଯାଏ ଆଉ ସବୁ ଯେତେଅଛି ଜଞ୍ଜାଳ ଯନ୍ତ୍ରଣା । ମୁଁ, କଲମକୁ ସାଥୀକରି, ନିଜ ଡାଏରୀ ପୃଷ୍ଠ
Also in
Poetry Criticism
The Poet's Companion: A Guide to the Pleasures of Writing Poetry
Laux, Dorianne
Addonizio, Kim
Paperback
Letters to a Young Poet: With the Letters to Rilke from the ''Young Poet''
Searls, Damion
Rilke, Rainer Maria
Kappus, Franz Xaver
Hardcover
Faeries, Sprites & Malevolent Spirits: An Anthology of Classic Poetry & Stories
Thorne, Aurora
Hardcover
Poem a Day: 366 Poems, Old and New - One for Each Day of the Year
Albery, Nicolas
McCosker, Karen
Paperback
Flint and Feather: The Complete Poems of E. Pauline Johnson, Tekahionwake (1922)
Johnson, E. Pauline
Paperback
Poetry from Spaceship Earth: Empire and Ecology in Post-1945 American Poetry
Rahimtoola, Samia
Paperback
Three Simple Lines: A Writer's Pilgrimage Into the Heart and Homeland of Haiku
Goldberg, Natalie
Hardcover
Leaves of Grass: The Complete 1855 and 1891-92 Editions: A Library of America Paperback Classic
Whitman, Walt
Paperback
The Answer / La Respuesta (Expanded Edition): Including Sor Filotea's Letter and New Selected Poems
de la Cruz, Sor Juana Inés
Paperback
The Enclosures of Free Verse: Racializing Poetic Form in the Modernist Era
Kappeler, Erin Joyce
Paperback
Toward a Living Archive of African Poetry: Kwame Dawes and Chris Abani on the New-Generation African Poets Chapbook Series
Dawes, Kwame
Abani, Chris
Paperback
