Akasha Pari Nibida
Paperback
ISBN13: 9781645600916
Publisher: Black Eagle Books
Published: Nov 21 2022
Pages: 76
Weight: 0.24
Height: 0.18 Width: 5.50 Depth: 8.50
Language: Oriya
ଜୀବନରେ ଶୂନ୍ୟଗର୍ଭା ଉଦାର ଆକାଶ ଉପରେ ପ୍ରତ୍ୟେକ ମଣିଷକୁ ହରରଙ୍ଗୀ ଚଢ଼େଇ ମନେ କରୁଥିବା କବି ସୌରୀନ୍ଦ୍ର ବାରିକଙ୍କ 'ଆକାଶ ପରି ନିବିଡ଼' କବିତା ସଂକଳନ ନିଚ୍ଛକ ଜୀବନଚିତ୍ର ପ୍ରଦାନ କରେ । ମହୁମାଛି ପରି ଆଲୁଅର ଡେଣାମେଲି ହୃଦୟକୁ ଆକ୍ରାନ୍ତ କରୁଥିବା ସ୍ମୃତିମାନଙ୍କୁ ନେଇ କବିପ୍ରାଣ ପ୍ରଗଳ୍]ଭ । ସେ ମ୍ଳାନ ସ୍ମୃତିର ପୃଷ୍ଠା ଭିତରେ ଶୁଷ୍କ ଜୀବନକୁ ପୁଣି ସାମାନ୍ୟ ସକ୍ରିୟ କରି ନେବାକୁ ତାଙ୍କର ଆଗ୍ରହ । କିନ୍ତୁ ତାଙ୍କୁ ମନେ ହୁଏ 'ସ୍ମୃତିର ଶୁଖିଲା ହାଡ଼କୁ ରେକୁଟି ରେକୁଟି ଶେଷରେ ନିଜ ଲୁହ ଚାଖିବା ହିଁ ଯେମିତି ଖାଲି ସାର ହୁଏ' । ପରିବର୍ତ୍ତନଶୀଳ ଆକାଶୀ ମନ ନେଇ ସମ୍ପର୍କ ବଦଳେ । ପ୍ରତାରଣା, ସମ୍ପର୍କର ଦୂରତ୍ୱ, ଅଶ୍ରୁ, ସ୍ୱପ୍ନ ମଧ୍ୟରେ ସ୍ନେହ କାଙ୍ଗାଳ କବିସତ୍ତା ତା'ର କବିତାର ଶବ୍ଦଙ୍କୁ ସାଉଁଟିନିଏ । ସେଇ ନିତିଦିନିଆ କଥା, ପ୍ରଜାପତି, ଫୁଲ, ହସ-କାନ୍ଦ, ଲୁହର ଶବ୍ଦ-ଦର୍ପଣରେ କବିଙ୍କୁ ଜୀବନର ବହୁବିଧ ରୂପ ଆଶ୍ୱାସନା ଦିଏ । କବିତାର ଶବ୍ଦ ଘୋଟି ଯା'ନ୍ତି ମେଘ ଓ ଅନ୍ଧାର ପରି ପୁଣି ଶବ୍ଦସବୁ ଫୁଟି ଉଠନ୍ତି ତାରା ଓ ଫୁଲ ପରି । କବି ସୌରୀନ୍ଦ୍ରଙ୍କ କବିତାର ପ୍ରତିଟି ଶବ୍ଦରେ ଅସଂଖ୍ୟ ପୃଥିବୀ, ଅସଂଖ୍ୟ ଈଶ୍ୱର କବିର ନାଭିକମଳକୁ ଧାରଣ କରନ୍ତି । ବାସ୍ ତା'ପରେ କବି ଚେତନା ଆକାଶ ପରି ନିବିଡ଼ ହୋଇଯାଏ ।
Also in
General Poetry
Dante's Vita Nuova, New Edition: A Translation and an Essay
Alighieri, Dante
Pitavy, Francois
Paperback
Sounding the Seasons Enlarged Edition: One Hundred and Ten Sonnets for the Christian Year
Guite, Malcolm
Paperback
Lao Tzu: Tao Te Ching: A Book about the Way and the Power of the Way
Lao Tzu
Le Guin, Ursula K.
Paperback
They Bloom Because of You: Poems on the Infinite Love, Growth, and Magic of Motherhood
Urlichs, Jessica
Paperback
This Is the Main Event: Discovering the Life You Long for in the Life You Have
Smith, Joshua Luke
Hardcover
