Agni Saraswati
Paperback
Literary CriticismGeneral Poetry
ISBN13: 9781645601531
Publisher: Black Eagle Books
Published: Mar 8 2021
Pages: 210
Weight: 0.60
Height: 0.48 Width: 5.50 Depth: 8.50
Language: Oriya
ବେଦରେ ନାରୀର ଦଶନାମ ଓ ଦଶଟି ସଜ୍ଞା । ଭାବ ଓ ଗୁଣ ଦୃଷ୍ଟିରୁ ଏକ ସଜ୍ଞା ଆରେକର ବିରୋଧୀ । ଇଡ଼ା ଓ ରନ୍ତା ଭାବରେ ସେ ମାଧୁର୍ଯ୍ୟ ଓ ରମଣୀ ଭାବର ପ୍ରତୀକ । ହେଲେ ହବ୍ୟା ଭାବରେ ସେ ଅଗ୍ନିକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେ ସରସ୍ୱତୀ ଏବଂ ଅଦିତି । ସ୍ୱର ଓ ବାଣୀର ସେ ଈଶ୍ୱରୀ, ସମାନ୍ତରାଳରେ ସେ ଅମରତ୍ୱର ମାର୍ଗ । ସେ ଅଦିତି ବା ଅଖଣ୍ଡିତା । ଅଗ୍ନି ଓ ସରସ୍ୱତୀର ମିଶ୍ରଭାବରେ ତାର ପରିଚୟ, ଏକ ଭିନ୍ନ ଏକକ ସୃଷ୍ଟି କରିଥାଏ । 'ଅଗ୍ନି ସରସ୍ୱତୀ' ସେ ବୈଦିକ ଅନୁଭବର ଆଭାସ କି?
ଅଗ୍ନି ଓ ସରସ୍ୱତୀ, ଏମାନଙ୍କୁ ଏକପଦୀ ବୋଲି କହି ହେବ କି? ଯେତେବେଳେ ଗୋଟେ କବିତା ସଙ୍କଳନର ନାମ 'ଅଗ୍ନି ସରସ୍ୱତୀ' ସେଠି ଏ ପ୍ରଶ୍ନ ସ୍ୱାଭାବିକ । ଉଗ୍ରତା ଏ କବିତାର ମୂଳପିଣ୍ଡ । ଦହନ ଏ କବିତାର ମଞ୍ଜି ।
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଦ୍ରୋହର କବି । ତାଙ୍କ କବିତାରେ ଜଳିବା ଓ ଜାଳିବାର ଏକ ଆଗ୍ନେୟ ପ୍ରକ୍ରିୟା ରହିଥାଏ । ହେଲେ ଏ କବିତା ବହି, ତା'ର ଏକ ବ୍ୟତିକ୍ରମ । ଗତ ତିନୋଟି ସଙ୍କଳନରେ ଉଗ୍ରତାର ଯେଉଁ ପ୍ରଖର ପ୍ରବାହ, ସେଥିରୁ ମୁକ୍ତ ହେବାର ଏକ ସଚେତନ ପ୍ରୟାସ ଏ ବହିରେ ଅଛି । ଦ୍ରୋହ ଭିତରୁ ଅଙ୍କୁରିତ ହେଉଛି ପ୍ରେମ । ହୁତାଶନରୁ ପ୍ରକାଶିତ ହେଉଛି ଜଳକଣା । ଏ କବିତା ବହି, ଏକ ନୂଆ ବାଟର ଆରମ୍ଭ ।
Also in
General Poetry
Dante's Vita Nuova, New Edition: A Translation and an Essay
Pitavy, Francois
Alighieri, Dante
Paperback
Sounding the Seasons Enlarged Edition: One Hundred and Ten Sonnets for the Christian Year
Guite, Malcolm
Paperback
Lao Tzu: Tao Te Ching: A Book about the Way and the Power of the Way
Le Guin, Ursula K.
Lao Tzu
Paperback
They Bloom Because of You: Poems on the Infinite Love, Growth, and Magic of Motherhood
Urlichs, Jessica
Paperback
This Is the Main Event: Discovering the Life You Long for in the Life You Have
Smith, Joshua Luke
Hardcover
Ariel: The Restored Edition: A Facsimile of Plath's Manuscript, Reinstating Her Original Selection and Arrangement
Plath, Sylvia
Paperback
